ସାବଧାନ: ଓଜନ କମାଇବାରେ ଆପଣାଉଥିଲେ ଏହି ଉପାୟ, ଖରାପ ହୋଇଯିବ ଲିଭର

ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କେତେକ ଉପାୟ ସଠିକ ଥିବା ବେଳେ କେତେକ ଉପାୟ ଭୁଲ ଥାଏ। କିଛି ଲୋକ ଓଜନ କମାଇବାର ଅର୍ଥ ଡାଇଟିଂ ବୋଲି ଭାବିଥାନ୍ତି। କିନ୍ତୁ ଏହା ସତ ନୁହଁ। ଓଜନ ବଢିଗଲେ ନିୟନ୍ତ୍ରଣ କରିବା କଷ୍ଟକର, ମାତ୍ର ଅସମ୍ଭବ ନୁହେଁ। ଓଜନ କମାଇବାକୁ ଅଧିକାଂଶ ଲୋକେ ଭୁଲ ଉପାୟକୁ ଆପଣାଇଥାନ୍ତି। ଯାହା ଲିଭର ପ୍ରତି ମଧ୍ୟ ବିପଦ ହୋଇଥାଏ। ଆସନ୍ତୁ ଜାଣିବା ଓଜନ କମାଇବାକୁ ନେଇ ୩ଟି ସବୁଠୁ […]

wp-image-1291572659jpg copy

wp-image-1291572659jpg copy

Rakesh Mallick
  • Published: Tuesday, 06 March 2018
  • Updated: 06 March 2018, 05:44 PM IST

Sports

Latest News

ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାଇଥାନ୍ତି। କେତେକ ଉପାୟ ସଠିକ ଥିବା ବେଳେ କେତେକ ଉପାୟ ଭୁଲ ଥାଏ। କିଛି ଲୋକ ଓଜନ କମାଇବାର ଅର୍ଥ ଡାଇଟିଂ ବୋଲି ଭାବିଥାନ୍ତି। କିନ୍ତୁ ଏହା ସତ ନୁହଁ। ଓଜନ ବଢିଗଲେ ନିୟନ୍ତ୍ରଣ କରିବା କଷ୍ଟକର, ମାତ୍ର ଅସମ୍ଭବ ନୁହେଁ। ଓଜନ କମାଇବାକୁ ଅଧିକାଂଶ ଲୋକେ ଭୁଲ ଉପାୟକୁ ଆପଣାଇଥାନ୍ତି। ଯାହା ଲିଭର ପ୍ରତି ମଧ୍ୟ ବିପଦ ହୋଇଥାଏ। ଆସନ୍ତୁ ଜାଣିବା ଓଜନ କମାଇବାକୁ ନେଇ ୩ଟି ସବୁଠୁ ବଡ଼ ଭ୍ରମ ବିଷୟରେ।

ଖାଇବା ଛାଡିଦେବା: କିଛି ଖାଦ୍ୟ ନଖାଇ ଖାଲି ପେଟରେ ରହିଲେ ଓଜନ କିଛି ମାତ୍ରାରେ କମିଯିବ ସତ। କିନ୍ତୁ ଦେହ ଦୁର୍ବଳ ହେବା ସହ ମୁହଁର ଚମକ କମିଯିବ। ଏଥିପାଇଁ ଅଧିକ ସମୟ ଖାଲି ପେଟରେ ନରହି କିଛି ସମୟ ଅନ୍ତରାଳରେ ଖାଦ୍ୟ ନିଶ୍ଚିତ ରୂପେ ଖାଆନ୍ତୁ। ଓଜନ ନିୟନ୍ତ୍ରଣରେ ରହିବ।

ପତଳା ହେବା ଔଷଧ ଖାଇବା : ବଜାରରେ ପତଳା ହେବା ଲାଗି ବହୁପ୍ରକାର ଔଷଧ ବିକ୍ରି ହେଉଛି। ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ଶରୀର ପାଇଁ ଏହା ଭଲ ନୁହଁ। ଫିଟ୍‌ନେସ୍‌ ଏକ୍ସପର୍ଟଙ୍କ ମତରେ ଓଜନ କମାଇବାକୁ ଚାହୁଁଥିଲେ ଦିନଚର୍ଯ୍ୟାକୁ ସୁଧାରିବା ଜରୁରୀ। ଠିକ୍‌ ସମୟରେ ଖାଇବା ସହ ନିୟମିତ ବ୍ୟାୟାମ ଓ ସଠିକ୍‌ ନିଦ୍ରା କରିବା ଦରକାର।

ଲୋ ଫ୍ୟାଟ୍‌ ଖାଦ୍ୟ ଖାଇବା: ଲୋ ଫ୍ୟାଟ୍‌, ଜିରୋ ଫ୍ୟାଟ୍‌ ଲେଖା ଥିବା ଫୁଡ୍‌ ଆଇଟମ୍‌କୁ ପଢି ଖାଇବା ଠିକ୍‌ ନୁହେଁ। ବଜାରରେ ଲୋ ଫ୍ୟାଟ୍‌ ଲେଖା ହେଇଥିବା ସାମଗ୍ରୀରେ ପର୍ଯ୍ୟାପ୍ତ ପରିମାଣରେ ଚିନି ରହିଛି। ଏଥିପାଇଁ ବଜାରର ପ୍ୟାକେଟ ବଦଳରେ ତାଜା ଫଳ, ଫଳରସ, ପରିବା  ଖାଇବା ସ୍ୱାସ୍ଥ୍ୟ ପ୍ରତି ଭଲ। ଏହାକୁ ସନ୍ତୁଳିତ ମାତ୍ରାରେ ଖାଆନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story