ଦିନଡିଆଁ ହତ୍ୟା ମାମଲା: ଏକାଧିକ ଅପରାଧିକ ମାମଲାରେ ଲିପ୍ତ ଥିଲା ମୁଖ୍ୟ ଅଭିଯୁକ୍ତ ହିମାଦ୍ରି

କଟକ: ପୁରୀ ଅସ୍ତରଙ୍ଗ ଦିନଡିଆଁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଥିବାବେଳେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଏକାଧିକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଥିବାବେଳେ ରାଜ୍ୟରେ ହୋଇଥିବା ଏକ ଡକାୟତି ଘଟଣାରେ ମଧ୍ୟ ସାମିଲ ଥିଲା। ହିମାଦ୍ରିର ଆଚରଣ ଜଣେ ପେଶାଦାର ଅପରଧୀ ଭଳି। ଜେରା ବେଳେ ଏଭଳି ତଥ୍ୟ ମିଳିଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଅଭିଯୁକ୍ତ ହିମାଦ୍ରି ଓ ତାଙ୍କ ପତ୍ନୀ ଆୟେଶାଙ୍କୁ […]

puri

puri

Rakesh Mallick
  • Published: Sunday, 11 October 2015
  • Updated: 11 October 2015, 07:08 AM IST

କଟକ: ପୁରୀ ଅସ୍ତରଙ୍ଗ ଦିନଡିଆଁ ହତ୍ୟା ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଥିବାବେଳେ କ୍ରାଇମବ୍ରାଞ୍ଚକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଏକାଧିକ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତଥିବା ଥିବାବେଳେ ରାଜ୍ୟରେ ହୋଇଥିବା ଏକ ଡକାୟତି ଘଟଣାରେ ମଧ୍ୟ ସାମିଲ ଥିଲା। ହିମାଦ୍ରିର ଆଚରଣ ଜଣେ ପେଶାଦାର ଅପରଧୀ ଭଳି। ଜେରା ବେଳେ ଏଭଳି ତଥ୍ୟ ମିଳିଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଅଭିଯୁକ୍ତ ହିମାଦ୍ରି ଓ ତାଙ୍କ ପତ୍ନୀ ଆୟେଶାଙ୍କୁ ନିମାପଡ଼ା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯିବା ପରେ ଦୁଇ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ରିମାଣ୍ଡରେ ନେବା ପରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ୍। ଦୁଇ ଅଭିଯୁକ୍ତଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚର ଫୋକସରେ ରହିବ ଏମାନଙ୍କ ସହିତ ଦୀନବନ୍ଧୁଙ୍କ ପରିବାରର କାହାର ସଂପର୍କ ରହିଥିଲା। ହିମାଦ୍ରି ଓ ଫକୀରଙ୍କର କଣ ସଂପର୍କ ଥିଲା, ସେ ନେଇ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ୍। ସେହିଭଳି ୨୧ ସେପଟେମ୍ୱର ରାତିରେ ହିମାଦ୍ରି ଓ ତା ସ୍ତ୍ରୀ ଦୀନବନ୍ଧୁଙ୍କ ଘରକୁ ଆସିଥିବା ସଂପର୍କରେ ଫକୀର ଜାଣିଥିଲେ ନା ନାହିଁ ସେ ନେଇ ମଧ୍ୟ ତନାଘନା କରୁଛି କ୍ରାଇମବ୍ରାଞ୍ଚ୍। ଗତ ୨୧ ତାରିଖରେ ଘଟିଥିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହିମାଦ୍ରି ଦାସ ଓରଫ୍ ରହିମ ଖାଁ ଏବଂ ତାଙ୍କ ପତ୍ନୀ ଆୟେଶା ବେଗମଙ୍କୁ ଆସାମର ସିଲଚରରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story