ଆସନ୍ତାକାଲି ବିଧାନସଭାରେ ଜାପାନୀ ଜ୍ୱର ପ୍ରସଙ୍ଗରେ ହେବ ଆଲୋଚନା

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ମାଲକାନଗିରିରେ ବ୍ୟାପିଥିବା ଜାପାନୀ ଜ୍ୱର ଉପରେ ଆଲୋଚନା ହେବ। ଜାପାନୀ ଜ୍ୱର ନେଇ ବିରୋଧୀ ଦଳ ଆଣିଥିବା ମୋସନ୍ ଉପରେ ଏହି ଆଲୋଚନା ହେବ। ଗତକାଲି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିସହିତ ଆସନ୍ତା ୬ ତାରିଖରେ କେବିକେ ଅନୁଦାନ ହ୍ରାସ ପ୍ରସଙ୍ଗ ଓ ୭ ତାରିଖରେ ଆଦିବାସୀ ଛାତ୍ରବୃତ୍ତି ନେଇ ମୋସନ୍ ଆଲୋଚନା ହେବ। ୮,୯ ଓ ୧୪ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା […]

odishaassembly

odishaassembly

Rakesh Mallick
  • Published: Sunday, 04 December 2016
  • Updated: 04 December 2016, 08:09 AM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ମାଲକାନଗିରିରେ ବ୍ୟାପିଥିବା ଜାପାନୀ ଜ୍ୱର ଉପରେ ଆଲୋଚନା ହେବ। ଜାପାନୀ ଜ୍ୱର ନେଇ ବିରୋଧୀ ଦଳ ଆଣିଥିବା ମୋସନ୍ ଉପରେ ଏହି ଆଲୋଚନା ହେବ। ଗତକାଲି ବିଧାନସଭା କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏଥିସହିତ ଆସନ୍ତା ୬ ତାରିଖରେ କେବିକେ ଅନୁଦାନ ହ୍ରାସ ପ୍ରସଙ୍ଗ ଓ ୭ ତାରିଖରେ ଆଦିବାସୀ ଛାତ୍ରବୃତ୍ତି ନେଇ ମୋସନ୍ ଆଲୋଚନା ହେବ। ୮,୯ ଓ ୧୪ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆଲୋଚନା କରାଯିବାକୁ ଧାର୍ଯ୍ୟ କରାଯାଇଛି।

ଅନ୍ୟପକ୍ଷରେ ଗତକାଲି ବିଧାନସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ବିହାର-ଓଡ଼ିଶା ତୀର୍ଥସ୍ଥାନ ସଂଶୋଧନ ବିଲ୍, ଓଡ଼ିଶା ଶିଳ୍ପ ସେବା ସଂଶୋଧନ ବିଲ୍ ଓ ଓଡ଼ିଶା ଉନ୍ନୟନ ପ୍ରାଧିକାରୀ ସଂଶୋଧନ ବିଲ୍ ପାରିତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story