‘ବିଜେଡିରେ କିଛି ଅସରପା ଓ ବର୍ଷା ଦିନିଆ ପୋକ ଅଛନ୍ତି, ଧରିଲେ ହାତ ଗନ୍ଧେଇବ’

କଟକ: କଟକ ଜିଲ୍ଲା ବିଜେଡିରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭକୁ ନେଇ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିବା ପରେ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଦେବାଶିଷଙ୍କ ନାଁ ନ ନେଇ ଆଜି ଭର୍ତ୍ତୃହରି ତାଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ତାଙ୍କୁ ବର୍ଷା ଦିନିଆ ପୋକ ଓ ଅସରପା ସହ ତୁଳନା କରି କଟାକ୍ଷ କରିଛନ୍ତି। ସେ […]

ctc-bjd

ctc-bjd

Rakesh Mallick
  • Published: Monday, 08 May 2017
  • Updated: 08 May 2017, 04:30 PM IST

Sports

Latest News

କଟକ: କଟକ ଜିଲ୍ଲା ବିଜେଡିରେ ସ୍ଥିତି ଜଟିଳ ହେବାରେ ଲାଗିଛି। ସାଂସଦ ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭକୁ ନେଇ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ରଖିବା ପରେ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଦେବାଶିଷଙ୍କ ନାଁ ନ ନେଇ ଆଜି ଭର୍ତ୍ତୃହରି ତାଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ତାଙ୍କୁ ବର୍ଷା ଦିନିଆ ପୋକ ଓ ଅସରପା ସହ ତୁଳନା କରି କଟାକ୍ଷ କରିଛନ୍ତି।

ସେ କହିଛନ୍ତି,“ଦଳ ଯେତେବେଳେ ପ୍ରାର୍ଥୀ କରୁଛି ଆମେ ଜିତୁଛୁ। ବିଧାୟକ ହୁଅନ୍ତୁ ବା ସାଂସଦ ଦଳ ପାଇଁ ଜିତୁଛନ୍ତି। ବେଳେବେଳେ ଅସରପା ଗୋଟେ ଚଢେଇ ହୋଇଯାଉଛି। ବର୍ଷା ଦିନିଆ ପୋକ ଅଛନ୍ତି। ସେମାନେ ହାତରେ ଲାଗିଲେ ହାତ ଗନ୍ଧେଇବ।”

ଭର୍ତ୍ତୃହରିଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ। ସେ କହିଛନ୍ତି,“ମୁଁ ଯେଉଁ ମତ ଦେଇଥିଲି ସେଥିରେ କାଏମ ରହିଛି। ମୁଖ୍ୟମନ୍ତ୍ରୀ ତାଙ୍କୁ ନେଗେଟିଭ୍‌ କହିଛନ୍ତି। ସେ ଦଳରେ ଫାଟ ସୃଷ୍ଟି କରିବାକୁ ଚାହୁଁଛନ୍ତି। ସେ ବହୁତ ବିଦେଶ ବୁଲୁଛନ୍ତି। ସେ ଚଢେଇ ହୋଇପାରନ୍ତି।”

ଖବରକାଗଜ ସ୍ତମ୍ବକୁ ନେଇ ସେ କହିଛନ୍ତି,“ମୁଁ ପ୍ରତି ଶନିବାର ଓ ରବିବାର ଲେଖୁଛି। ଆଗାମୀ ଦିନରେ ଏହା ଜାରି ରହିବ।”

ସେ ଆହୁରି କହିଛନ୍ତି,“ପୁନର୍ଗଠିତ ମନ୍ତ୍ରିମଣ୍ଡଳ ସକ୍ଷମ। ପ୍ରଶାସନକୁ ଗତିଶୀଳ କରିବ। ମନ୍ତ୍ରିମଣ୍ଡଳରେ ଅଭିଜ୍ଞତା ଓ ନୂତନତାକୁ ମିଶ୍ରଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story