ଏହି ତିନି ତିଥିରେ ଖାଆନ୍ତୁ ନାହିଁ ଦୁଇଟି ପରିବା, ପାପ ଲାଗିବ!

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମର ମୌଳିକ ଆବଶ୍ୟକତା ମଧ୍ୟରେ ସାମିଲ ରହିଛି ଖାଦ୍ୟ। ଖାଦ୍ୟ ବିନା ଜୀବନ ଅସମ୍ଭବ। କେବଳ ବଞ୍ଚିବା ପାଇଁ ନୁହେଁ,&nbsp; ଶକ୍ତି ପାଇବା ପାଇଁ ଏବଂ ରୋଗଠାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ। କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ସବୁଜ ପରିବା ସେଥିରୁ ଅନ୍ୟତମ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପରିବା ଖାଇବା ସମୟରେ ଆପଣଙ୍କୁ ଟିକେ ସଚେତନ ରହିବାକୁ ପଡିବ। କାରଣ ଦୁଇଟି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ପାପ ହୋଇଥାଏ। ଦଶମୀ ଓ ଦ୍ୱାଦଶୀ ତିଥିରେ &lsquo;ପୋଇ&rsquo; ଏବଂ ଏକାଦଶୀ ତିଥିରେ କେବେ &lsquo;ଶିମ୍ବ&rsquo; ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ବ୍ରହ୍ମହତ୍ୟା ଦୋଷଠାରୁ ଅଧିକ ପାପ ଲାଗିଥାଏ।</p>

Ordigital Desk
  • Published: Sunday, 10 December 2017
  • Updated: 10 December 2017, 12:52 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆମର ମୌଳିକ ଆବଶ୍ୟକତା ମଧ୍ୟରେ ସାମିଲ ରହିଛି ଖାଦ୍ୟ। ଖାଦ୍ୟ ବିନା ଜୀବନ ଅସମ୍ଭବ। କେବଳ ବଞ୍ଚିବା ପାଇଁ ନୁହେଁ,&nbsp; ଶକ୍ତି ପାଇବା ପାଇଁ ଏବଂ ରୋଗଠାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ। କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ସବୁଜ ପରିବା ସେଥିରୁ ଅନ୍ୟତମ। କିନ୍ତୁ ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପରିବା ଖାଇବା ସମୟରେ ଆପଣଙ୍କୁ ଟିକେ ସଚେତନ ରହିବାକୁ ପଡିବ। କାରଣ ଦୁଇଟି ପରିବା ରହିଛି ଯାହାକୁ ଖାଇବା ଦ୍ୱାରା ପାପ ହୋଇଥାଏ। ଦଶମୀ ଓ ଦ୍ୱାଦଶୀ ତିଥିରେ &lsquo;ପୋଇ&rsquo; ଏବଂ ଏକାଦଶୀ ତିଥିରେ କେବେ &lsquo;ଶିମ୍ବ&rsquo; ଖାଆନ୍ତୁ ନାହିଁ। ଏହାକୁ ଖାଇଲେ ବ୍ରହ୍ମହତ୍ୟା ଦୋଷଠାରୁ ଅଧିକ ପାପ ଲାଗିଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos