ଏସବୁ ଜିନିଷକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ; ଖାଇଲେ ବିଗିଡ଼ିପାରେ ସ୍ୱାସ୍ଥ୍ୟ

ସାଧାରଣତଃ ଲୋକେ ଫଳ ଓ ପନିପରିବାକୁ ତାଜା ରଖିବା ପାଇଁ ସେଗୁଡ଼ିକୁ ଫ୍ରିଜ୍‌ରେ ରଖନ୍ତି। ରନ୍ଧା ଖାଦ୍ୟ ମଧ୍ୟ ରଖିଥାନ୍ତି। ହେଲେ ଆପଣ ଜାଣନ୍ତି କି, ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯେଉଁଗୁଡ଼ିକୁ ଫ୍ରିଜ୍‌ରେ ରଖିଲେ ସେଗୁଡ଼ିକ ଖରାପ ହୋଇଯାଏ। ସେଗୁଡ଼ିକର ସ୍ୱାଦ ବି ନଷ୍ଟ ହୋଇଯାଏ। ସେଗୁଡ଼ିକୁ ଖାଇଲେ ଦେହ ବି ଖରାପ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଫ୍ରିଜ୍‌ରେ ରଖିବେ ନାହିଁ। ଟମାଟୋ- ଅଧିକାଂଶ ଲୋକେ ଟମାଟୋକୁ ଫ୍ରିଜ୍‌ରେ […]

refrigerator

refrigerator

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 11:27 AM IST

Sports

Latest News

ସାଧାରଣତଃ ଲୋକେ ଫଳ ଓ ପନିପରିବାକୁ ତାଜା ରଖିବା ପାଇଁ ସେଗୁଡ଼ିକୁ ଫ୍ରିଜ୍‌ରେ ରଖନ୍ତି। ରନ୍ଧା ଖାଦ୍ୟ ମଧ୍ୟ ରଖିଥାନ୍ତି। ହେଲେ ଆପଣ ଜାଣନ୍ତି କି, ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯେଉଁଗୁଡ଼ିକୁ ଫ୍ରିଜ୍‌ରେ ରଖିଲେ ସେଗୁଡ଼ିକ ଖରାପ ହୋଇଯାଏ। ସେଗୁଡ଼ିକର ସ୍ୱାଦ ବି ନଷ୍ଟ ହୋଇଯାଏ। ସେଗୁଡ଼ିକୁ ଖାଇଲେ ଦେହ ବି ଖରାପ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଖାଦ୍ୟ ପଦାର୍ଥ ଗୁଡ଼ିକୁ ଫ୍ରିଜ୍‌ରେ ରଖିବେ ନାହିଁ।

ଟମାଟୋ- ଅଧିକାଂଶ ଲୋକେ ଟମାଟୋକୁ ଫ୍ରିଜ୍‌ରେ ରଖିଥାନ୍ତି। ହେଲେ ଏହାକୁ ଫ୍ରିଜ୍‌ରେ ରଖିବା ଉଚିତ୍ ନୁହେଁ। କାରଣ ଟମାଟୋକୁ ଅତି କମ୍ ତାପମାତ୍ରାରେ ରଖିଲେ ଏହାର ସ୍ୱାଦ ବଦଳିଯାଏ ଓ ଏହା ଶୀଘ୍ର ଖରାପ ମଧ୍ୟ ହୋଇଯାଏ।

ବ୍ରେଡ୍- ବ୍ରେଡ୍‌କୁ କେବେ ଫ୍ରିଜରେ ରଖିବା ଉଚିତ ନୁହେଁ। ଫ୍ରିଜରେ ରହିଲେ ଏହା ଶୁଖିଯାଏ ଓ ଏହାର ସ୍ୱାଦ ବଦଳିଯାଏ। ଫ୍ରିଜ୍‌ରେ ରଖାଯାଇଥିବା ବ୍ରେଡ୍ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ।

ଆଳୁ- କମ୍ ତାପମାତ୍ରାରେ ଆଳୁ ରଖିଲେ ଏଥିରେ ଥିବା ସ୍ଟ୍ରାଚ୍ ସୁଗାର୍‌ରେ ପରିଣତ ହୋଇଯାଏ। ଏହା ଶରୀର ପାଇଁ ହାନିକାରକ। ବିଶେଷ କରି ଡାଇବେଟିସ୍‌ ରୋଗୀ ଫ୍ରିଜ୍‌ରେ ରଖାଯାଇଥିବା ଆଳୁ ଖାଇବା କଥା ନୁହେଁ।

ମହୁ- ମହୁକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହା ଶୁଖି ବସି ଯାଏ। ତେଣୁ ଏହାର ସ୍ୱାଦ ମଧ୍ୟ ଆଉ ଭଲ ଲାଗେ ନାହିଁ। ମହୁକୁ ସବୁବେଳେ ସାଧାରଣ ତାପମାତ୍ରାରେ ରଖିବା ଉଚିତ।

ତରଭୁଜ- ତରଭୁଜକୁ ମଧ୍ୟ ଫ୍ରିଜ୍‌ରେ ରଖିବା ଅନୁଚିତ। କାରଣ ଏହାକୁ ଫ୍ରିଜ୍‌ରେ ରଖିଲେ ଏଥିରେ ଥିବା ପୋଷକ ତତ୍ତ୍ୱ ନଷ୍ଟ ହୋଇଯାଏ।

କଫି- ଫ୍ରିଜ୍‌ରେ କଫି ରଖିବା ଦ୍ୱାରା ଏହାର ସ୍ୱାଦ ବଦଳିଯାଏ। ଏହା ବ୍ୟତୀତ କଫିକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହାର ବାସ୍ନା ଫ୍ରିଜ୍‌ରେ ଥିବା ଅନ୍ୟ ସବୁ ଖାଦ୍ୟ ପଦାର୍ଥର ବାସ୍ନାକୁ ଉଡ଼ାଇଦିଏ।

କଦଳୀ- କଦଳୀକୁ ଫ୍ରିଜ୍‌ରେ ରଖିଲେ ଏହା ବହୁତ ଶୀଘ୍ର ନରମ ହେବା ସହ କଳା ପଡ଼ିଯାଏ। ଏହାର ପୋଷକ ତତ୍ତ୍ୱ ମଧ୍ୟ ନଷ୍ଟ ହୋଇଯାଏ।

ଆଚାର- ଆଚାରକୁ ମଧ୍ୟ ଫ୍ରିଜ୍‌ରେ ରଖିବା ଉଚିତ୍ ନୁହେଁ। କାରଣ ଆଚାରରେ ଭିନେଗାର ଥାଏ ଯାହାକି କମ୍‌ ତାପମାତ୍ରାରେ ରହିଲେ ଆଚାରକୁ ଖରାପ କରିଦିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story