ଜାଣନ୍ତୁ କେଉଁ ତିନୋଟି ଗଛ ଘର ପାଖରେ ରହିଲେ ବିପଦ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛର ଉପସ୍ଥିତି ମଣିଷ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ। ତେଣୁ ଗଛ ଲଗାଇବାକୁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଅଛନ୍ତି ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବାଲକୋନିରେ ଗଛ ଲଗାନ୍ତି। ଆଉ କିଛି ଲୋକ ଘରର ଚାରିପାର୍ଶ୍ୱରେ ଗଛ ଲଗାନ୍ତି। ଗଛ ଲଗାଇବା ପଛରେ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ପୂର୍ବରୁ ଟିକେ ସାବଧାନ୍ ରହିଲେ ଭଲ। ଏମିତି କିଛି ଗଛ ରହିଛି ଯାହାକୁ ଘରର ଚାରିପାର୍ଶ୍ୱରେ ଲଗାଇଲେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ। କଇଁଆ ଗଛ, ତାଳ ଏବଂ ବାଉଁଶ ଗଛକୁ ଘରର ଆଖ ପାଖରେ ରଖନ୍ତୁ ନାହିଁ। ଏସବୁ ଗଛକୁ ଯଥା ସମ୍ଭବ କାଟି ଦିଅନ୍ତୁ ଏବଂ ବିପଦ ଶୂନ୍ୟ ରୁହନ୍ତୁ। ତେବେ ଗଛ କାଟିବା ପରି ଏକ ବିବାଦୀୟ ପରାମର୍ଶ ଆମେ ଆପଣଙ୍କୁ ଦେବାକୁ ଚାହୁଁନୁ। ତେଣୁ ଆପଣ ଏହି ୩ଟି ଗଛକୁ କାଟି ସେହି ସ୍ଥାନରେ ଅଲଗା କିଛି ଗଛ ଲଗାଇ ପାରିବେ।</p>

Ordigital Desk
  • Published: Saturday, 09 December 2017
  • Updated: 09 December 2017, 12:51 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଛର ଉପସ୍ଥିତି ମଣିଷ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଏ। ତେଣୁ ଗଛ ଲଗାଇବାକୁ ସମସ୍ତେ ଚେଷ୍ଟା କରନ୍ତି। କିଛି ଲୋକ ଅଛନ୍ତି ଘରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବାଲକୋନିରେ ଗଛ ଲଗାନ୍ତି। ଆଉ କିଛି ଲୋକ ଘରର ଚାରିପାର୍ଶ୍ୱରେ ଗଛ ଲଗାନ୍ତି। ଗଛ ଲଗାଇବା ପଛରେ ଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ରହିଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ପୂର୍ବରୁ ଟିକେ ସାବଧାନ୍ ରହିଲେ ଭଲ। ଏମିତି କିଛି ଗଛ ରହିଛି ଯାହାକୁ ଘରର ଚାରିପାର୍ଶ୍ୱରେ ଲଗାଇଲେ ବିପଦକୁ ଆମନ୍ତ୍ରଣ କରିବା ସଦୃଶ ହୋଇଥାଏ। କଇଁଆ ଗଛ, ତାଳ ଏବଂ ବାଉଁଶ ଗଛକୁ ଘରର ଆଖ ପାଖରେ ରଖନ୍ତୁ ନାହିଁ। ଏସବୁ ଗଛକୁ ଯଥା ସମ୍ଭବ କାଟି ଦିଅନ୍ତୁ ଏବଂ ବିପଦ ଶୂନ୍ୟ ରୁହନ୍ତୁ। ତେବେ ଗଛ କାଟିବା ପରି ଏକ ବିବାଦୀୟ ପରାମର୍ଶ ଆମେ ଆପଣଙ୍କୁ ଦେବାକୁ ଚାହୁଁନୁ। ତେଣୁ ଆପଣ ଏହି ୩ଟି ଗଛକୁ କାଟି ସେହି ସ୍ଥାନରେ ଅଲଗା କିଛି ଗଛ ଲଗାଇ ପାରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos