ସକାଳୁ ବାସି ବିଛଣା ଉଠେଇବାକୁ ଡେରି କରୁଛନ୍ତି କି? ବଢ଼ିପାରେ ରାହୁଦୋଷ: ସକାଳୁ କରନ୍ତୁନି ଏହି ୩ଟି କାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ କଥାଟିଏ ଅଛି, ବାସି ବିଛଣା ବେଶି ସମୟ ରହିବା ଭଲ ନୁହେଁ। ହିନ୍ଦୁ ଶାସ୍ତ୍ରରେ ଜ୍ୟୋତିଷ ମାନେ ମଧ୍ୟ ସେଇ ଏକା କଥା କହନ୍ତି। ରାତିରେ ଯେଉଁ ବିଛଣାରେ ଆମେ ଶୋଇଥିବା, ତାକୁ ଯଦି ସକାଳୁ ନ ସଜାଡ଼ି ସେମିତି ଅସ୍ତବ୍ୟସ୍ତ ଅବସ୍ଥାରେ ଛାଡ଼ିଦେବା, ତେବେ ବୁଝିବାକୁ ହେବ ଯେ ଆମର ‘ରାହୁ’ ସଂପର୍କିତ କୌଣସି ଦୋଷ ଅଛି। ଏହାବି କୁହାଯାଏ ଯେ, ସକାଳୁ ଆମେ ନିଜ ଜାଣତରେ ହେଉ କି […]

Basi

Basi

Rakesh Mallick
  • Published: Tuesday, 26 June 2018
  • Updated: 26 June 2018, 07:18 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆରେ କଥାଟିଏ ଅଛି, ବାସି ବିଛଣା ବେଶି ସମୟ ରହିବା ଭଲ ନୁହେଁ। ହିନ୍ଦୁ ଶାସ୍ତ୍ରରେ ଜ୍ୟୋତିଷ ମାନେ ମଧ୍ୟ ସେଇ ଏକା କଥା କହନ୍ତି। ରାତିରେ ଯେଉଁ ବିଛଣାରେ ଆମେ ଶୋଇଥିବା, ତାକୁ ଯଦି ସକାଳୁ ନ ସଜାଡ଼ି ସେମିତି ଅସ୍ତବ୍ୟସ୍ତ ଅବସ୍ଥାରେ ଛାଡ଼ିଦେବା, ତେବେ ବୁଝିବାକୁ ହେବ ଯେ ଆମର ‘ରାହୁ’ ସଂପର୍କିତ କୌଣସି ଦୋଷ ଅଛି। ଏହାବି କୁହାଯାଏ ଯେ, ସକାଳୁ ଆମେ ନିଜ ଜାଣତରେ ହେଉ କି ଅଜାଣତରେ, ଏମିତି କିଛି  କିଛି କାମ କରନ୍ତି, ଯାହା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଘରେ ସୁଖଶାନ୍ତି ବୃଦ୍ଧି କରିବାକୁ ଓ ଆର୍ଥିକ ସୁଖ ପ୍ରାପ୍ତ ପାଇଁ ଏହି ସବୁ ଛୋଟ ଛୋଟ ଭୁଲ୍‌କୁ ଏଡ଼େଇ ରହିବା ଉଚିତ। ଜ୍ୟୋତିଷଶାସ୍ତ୍ରୀ ମାନେ ଏହିପରି ୩ଟି କର୍ମ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହା ଆମେ ସକାଳୁ ସକାଳୁ କରିବା ଅନୁଚିତ। କ’ଣ ସେ ୩ଟି କାମ ପଢ଼ନ୍ତୁ।

୧. ବାସି ବିଛଣାକୁ ସେମିତି ଅସ୍ତବ୍ୟସ୍ତ ଅବସ୍ଥାରେ ଛାଡ଼ିଦେବା: ବହୁତ ଲୋକ ଅଛନ୍ତି ସେମାନେ ରାତି ପାହିଲା ପରେ ବିଛଣା ଛାଡ଼ି ଚାଲି ଆସନ୍ତି ଓ ନିଜର ନିତ୍ୟକର୍ମ ଓ ଅନ୍ୟସବୁ କାମ କରନ୍ତି। କିନ୍ତୁ ବାସି ବିଛଣାଟିକୁ ଉଠେଇ ବା ଝାଡ଼ି ଟିକିଏ ସଜାଡ଼ିବାକୁ ଭୁଲି ଯାଆନ୍ତି। କେହି କେହି ଏହା ଏକ ବଡ଼ କାମ ବୋଲି ବି ବାଚିର କରନ୍ତି ନାହିଁ। ଜ୍ୟୋତିଷ ଶାସ୍ତ୍ର କହୁଛି, ଏପରି ହେଲେ ଆପଣଙ୍କର ରାହୁ ସଂପର୍କିତ ଦୋଷ ବୃଦ୍ଧି ପାଇଥାଏ। ଫଳରେ ଘରେ ବା ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଓ ଅର୍ଥ ସଂପର୍କିତ ସମସ୍ୟା ବୃଦ୍ଧି ପାଇବାର ଆଶଙ୍କା ଥାଏ।

୨. ବାସି ବିଛଣାରେ ହିଁ ଚା ପିଇବା: କିଛି କିଛି ଲୋକ ସକାଳୁ ଉଠିବା ପରେ ବାସି ବିଛଣାରେ ବସି ବସି ହିଁ ଚା ପିଇବାର ଅଭ୍ୟାସ ରହିଥାଏ। କେତେକେ ଏହାକୁ ସମ୍ଭ୍ରାନ୍ତ ଜୀବନଶୈଳୀର ପ୍ରତୀକ ବୋଲି ଭାବିଥାନ୍ତି। କିନ୍ତୁ ଶାସ୍ତ୍ର କହୁଛି, ଏହା ସଂପୂର୍ଣ୍ଣ ଭୁଲି ଜୀବନଶୈଳୀ। ଏହାଦ୍ୱାରା ରୋଗ ବୃଦ୍ଧି ପାଇବାର ଆଶଙ୍କା ଥାଏ। ଆମେ ସକାଳୁ ଉଠି ପ୍ରଥମେ ବିଛଣା ଝାଡ଼ି ସଫା କରିବା ସହ ନିତ୍ୟକର୍ମ ସରିବା ଉଚିତ। ତା ପରେ ଚା ଗ୍ରହଣ କରିବା ଠିକ୍। ନହେଲେ ଦେହ ଖରାପ ହେବାର ଆଶଙ୍କା ଅଧିକ ଥାଏ।

୩. ସକାଳୁ ଉଠି ତୁରନ୍ତ ଦର୍ପଣ ବା ଆଇନା ଦେଖିବା: ପ୍ରାୟ ଲୋକ ସକାଳୁ ଉଠି ପ୍ରଥମେ ଆଇନା ପାଖକୁ ଯାଇ ନିଜ ମୁହଁ ଦେଖିବାକୁ ପସନ୍ଦ କରନ୍ତି। କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହା ଭୁଲ୍ ଜୀବନଶୈଳୀ। ମନରେ ପ୍ରଶ୍ନ ଉଠୁଥିବ ଯେ, କାହିଁକି ସକାଳୁ ଆମେ ଆଇନା ଦେଖିବା ଅନୁଚିତ? ବାସ୍ତୁଶାସ୍ତ୍ର କହୁଛି, ରାତିସାରା ଶୋଇ ରହିବା ପରେ ଆମଠାରେ ଯେଉଁ ନରାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ, ଦର୍ପଣ ଦେଖିବା ଦ୍ୱାରା ତାହାର ପ୍ରତିଫଳନ ଆମ ଶରୀର ଉପରେ ପଡ଼ିବାର ଆଶଙ୍କା ରହିଥାଏ। ସେଥିପାଇଁ ବେଡ୍‌ରୁମ୍‌ରେ ଆମ ଶୋଇବା ପଲଙ୍କ ବା ଖଟର ଠିକ୍ ସାମ୍ନାରେ ଦର୍ପଣ ଲଗାଇବାକୁ ବାରଣ କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story