କଟନ୍‌ ବଡ୍‌ରେ କାନ ସଫା କରୁଛନ୍ତି? ସାବଧାନ, ହୋଇପାରନ୍ତି କାଲା!

ସାଧାରଣତଃ କାନ କୁଣ୍ଡେଇ ହେଲେ ଆମେ କଟନ୍‌ ବଡ୍‌ ବା ସ୍ୱାବ ଖୋଜିଥାଉ। ନ ହେଲେ କାନରେ ତେଲ ପକାଇଥାଉ କିମ୍ୱା ଗାଡ଼ି ଚାବି କାନ ଭିତରେ ପଶାଇ ଥାଉ। କିନ୍ତୁ ଏହି ଅଭ୍ୟାସ ଆଦୌ ଠିକ୍ ନୁହେଁ। ଏପରି କରିବା ଦ୍ୱାରା ଆପଣ କାଲା ହୋଇପାରନ୍ତି। ଆମେ ଏଇ କଥା କହୁନାହୁଁ, ଲଣ୍ଡନ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ଏଣ୍ଡ୍‌ କେୟାର ଏକ୍ସଲେନସ୍‌ରେ ହୋଇଥିବା ଏକ ଗବେଷଣାରେ ଏହା କୁହାଯାଇଛି। ଗବେଷଣାରୁ ଜଣାପଡ଼ିଛି ଯେ […]

ear

ear

Rakesh Mallick
  • Published: Friday, 01 December 2017
  • Updated: 01 December 2017, 10:15 AM IST

Sports

Latest News

ସାଧାରଣତଃ କାନ କୁଣ୍ଡେଇ ହେଲେ ଆମେ କଟନ୍‌ ବଡ୍‌ ବା ସ୍ୱାବ ଖୋଜିଥାଉ। ନ ହେଲେ କାନରେ ତେଲ ପକାଇଥାଉ କିମ୍ୱା ଗାଡ଼ି ଚାବି କାନ ଭିତରେ ପଶାଇ ଥାଉ। କିନ୍ତୁ ଏହି ଅଭ୍ୟାସ ଆଦୌ ଠିକ୍ ନୁହେଁ। ଏପରି କରିବା ଦ୍ୱାରା ଆପଣ କାଲା ହୋଇପାରନ୍ତି। ଆମେ ଏଇ କଥା କହୁନାହୁଁ, ଲଣ୍ଡନ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହେଲଥ୍‌ ଏଣ୍ଡ୍‌ କେୟାର ଏକ୍ସଲେନସ୍‌ରେ ହୋଇଥିବା ଏକ ଗବେଷଣାରେ ଏହା କୁହାଯାଇଛି।

ଗବେଷଣାରୁ ଜଣାପଡ଼ିଛି ଯେ କାନ କୁଣ୍ଡେଇ ହେଉଥିଲେ କଟନ୍‌ ବଡ୍‌ ବ୍ୟବହାର କରିବା ଦ୍ୱାରା ଆମକୁ ଶୀଘ୍ର  ଆରାମ ମିଳିଥାଏ। କିନ୍ତୁ କାନ ଭିତରେ ଥିବା ମଇଳା ବାହାରି ନଥାଏ। ମଇଳା ବାହାରିବା ବଦଳରେ ଏହା କାନ ଭିତରକୁ ଅଧିକ ଚାଲିଯାଇଥାଏ। ଫଳରେ କାନର ପରଦା ନିକଟରେ ମଇଳା ଗୁଡ଼ିକ ରହିଯାଏ। ଏହା ଆମ ପାଇଁ ବିପଦ ସୃଷ୍ଟି ହୋଇପାରେ। କାନରେ ମଇଳା ଅଧିକ ହେଲେ ଆପେ ଆପେ ହିଁ ଏହା ବାହାରି ଯାଇଥାଏ। ଏହାକୁ ଇୟର ବଡ୍‌ରେ ସଫା କରିବା କିଛି ଜରୁରୀ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story