ଖାଇବା ସମୟରେ ଟିଭି ଦେଖୁଛନ୍ତି କି? ସାବଧାନ! ପଡ଼ିପାରନ୍ତି ଏହି ସମସ୍ୟାରେ

ଅଧିକାଂଶ ଲୋକେ ଖାଇବା ସମୟରେ ଟିଭି ଦେଖିଥାନ୍ତି। ଯଦି ଆପଣ ମଧ୍ୟ ଖାଇବା ସମୟରେ ଟିଭି ଦେଖୁଛନ୍ତି ତେବେ ଏହି ଅଭ୍ୟାସ ଶୀଘ୍ର ବଦଳାନ୍ତୁ। ଖାଇବା ସମୟରେ ଟିଭି ଦେଖିବା ସାଧାରଣ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବହୁ କ୍ଷତିକାରକ।  ଏହି ଅଭ୍ୟାସ  ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଦ୍ୱାରା ଶରୀର ପ୍ରତି କ’ଣ କୁପ୍ରଭାବ ପଡିଥାଏ। ୧. ଟିଭି ଦେଖିବା ସମୟରେ ଖାଦ୍ୟ […]

health

health

Rakesh Mallick
  • Published: Monday, 15 January 2018
  • Updated: 15 January 2018, 01:09 PM IST

Sports

Latest News

ଅଧିକାଂଶ ଲୋକେ ଖାଇବା ସମୟରେ ଟିଭି ଦେଖିଥାନ୍ତି। ଯଦି ଆପଣ ମଧ୍ୟ ଖାଇବା ସମୟରେ ଟିଭି ଦେଖୁଛନ୍ତି ତେବେ ଏହି ଅଭ୍ୟାସ ଶୀଘ୍ର ବଦଳାନ୍ତୁ। ଖାଇବା ସମୟରେ ଟିଭି ଦେଖିବା ସାଧାରଣ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ବହୁ କ୍ଷତିକାରକ।  ଏହି ଅଭ୍ୟାସ  ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାକୁ ଆମନ୍ତ୍ରଣ କରିଥାଏ। ଆସନ୍ତୁ ଜାଣିବା ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଦ୍ୱାରା ଶରୀର ପ୍ରତି କ'ଣ କୁପ୍ରଭାବ ପଡିଥାଏ।

୧. ଟିଭି ଦେଖିବା ସମୟରେ ଖାଦ୍ୟ ଖାଇବା ଦ୍ୱାରା ସବୁ ଧ୍ୟାନ ଟିଭିରେ ରହିଯାଏ। ଅଜାଣତରେ ଆପଣ ଆବଶ୍ୟକତାରୁ  ଅଧିକ ଖାଦ୍ୟ ଖାଇଥାନ୍ତି। ଯାହା ବହୁ ସମୟରେ ଫୁଡ୍‌ ପଏଜନ୍‌ର କାରଣ ପାଲଟିଥାଏ।

୨. ଟିଭି ଦେଖି ଖାଦ୍ୟ ଖାଇଲେ ହଜମ କ୍ରିୟାରେ ବାଧା ପ୍ରାପ୍ତ ହୁଏ।

୩. ଟିଭି ସାମନାରେ ଘଣ୍ଟା ଘଣ୍ଟା ଧରି ବସିବା ଫଳରେ ମେଟାବଲିଜମ୍‌ ବଢେ ଏବଂ ଦେହରେ ଚର୍ବି ଅଶଂ ବଢିଯାଏ। ଫଳରେ ମୋଟା ହେବାର ଆଶଙ୍କା ଅଧିକ ବଢିଯାଏ।

୪. ଟିଭିରେ କ୍ରିକେଟ ମ୍ୟାଚ୍‌ ହେଉ ଅବା ସିନେମା ଦେଖିବା ସମୟରେ ଜଙ୍କ୍‌ ଫୁଡ୍‌ ଖାଇବାକୁ ପସନ୍ଦ କରିଥାନ୍ତି। ଚିପ୍ସ୍‌, କୋଲଡ୍‌ଡ୍ରିଙ୍କ୍‌ ଅଧିକ ପରିମାଣରେ ଖାଇବା ଦ୍ୱାରା ଅଜୀର୍ଣ୍ଣ, ପେଟ ଜଳିବା ପରି ସମସ୍ୟା ମଧ୍ୟ ଦେଖାଦିଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story