କେନ୍ଦୁଝରରେ ଡବଲ ମର୍ଡର: ଦିଅର ଓ ଭାଉଜଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶିରିଶଖୁଣ୍ଟା ଗାଁରେ ଡବଲ ମର୍ଡର ହୋଇଛି। ପାରିବାରିକ କଳହରୁ ଜଣେ ପଡ଼ୋଶୀ ଦିଅର ଓ ଭାଉଜଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଗତ ରାତିରେ ଦିଅର ଓ ଭାଉଜ ଶୋଇଥିବା ବେଳେ ଏହି ଘଟଣା ଘଟିଛି।  ମୃତକମାନେ ହେଲେ ବୀର ଦେହୁରି ଓ ତାଙ୍କ ଭାଉଜ ଜାଇ ଦେହୁରି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ  ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା […]

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 03:50 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶିରିଶଖୁଣ୍ଟା ଗାଁରେ ଡବଲ ମର୍ଡର ହୋଇଛି। ପାରିବାରିକ କଳହରୁ ଜଣେ ପଡ଼ୋଶୀ ଦିଅର ଓ ଭାଉଜଙ୍କୁ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଗତ ରାତିରେ ଦିଅର ଓ ଭାଉଜ ଶୋଇଥିବା ବେଳେ ଏହି ଘଟଣା ଘଟିଛି।  ମୃତକମାନେ ହେଲେ ବୀର ଦେହୁରି ଓ ତାଙ୍କ ଭାଉଜ ଜାଇ ଦେହୁରି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ  ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story