ଉତ୍ତର ଓଡ଼ିଶାର ନଦୀ ଗୁଡ଼ିକର ଜଳସ୍ତର ବଢୁଛି: ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରବଳ ବର୍ଷା ପରେ ଉତ୍ତର ଓଡିଶାରେ ପ୍ରମୁଖ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓସାରେ ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜିଲ୍ଲାର ପ୍ରମୁଖ ନଦୀର ଜଳସ୍ତର ଉପରେ ନଜର ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି […]

heavy rain

heavy rain

Rakesh Mallick
  • Published: Monday, 24 July 2017
  • Updated: 24 July 2017, 08:39 PM IST

Sports

Latest News

ଭୁବନେଶ୍ୱର: ପ୍ରବଳ ବର୍ଷା ପରେ ଉତ୍ତର ଓଡିଶାରେ ପ୍ରମୁଖ ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଗକୁ ଆହୁରି ବର୍ଷା ସମ୍ଭାବନା ଥିବାରୁ ବନ୍ୟା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓସାରେ ସମ୍ଭାବ୍ୟ ବନ୍ୟା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ବନ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଜିଲ୍ଲାର ପ୍ରମୁଖ ନଦୀର ଜଳସ୍ତର ଉପରେ ନଜର ରଖିବାକୁ  ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଏହି ୩ଟି ଜିଲ୍ଲାରେ ଥିବା ୬୦ ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆବଶ୍ୟକସ୍ଥଳେ ତଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବୈଠକ ଶେଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବୈତରଣୀ, ବୁଢାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ଫୁଲୁଛି। ଭଦ୍ରକ ଆଖୁଆପଦାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆନନ୍ଦପୁରରେ ସତର୍କ ସୂଚନା ଉପରେ ରହିଛି। ସେହିପରି ସୁବର୍ଣ୍ଣରେଖାରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି। ଜାମଶୋଳାଘାଟରେ ଏହା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀ ଅଞ୍ଚଳରେ ଚାଷ ଜମିରେ ଜଳ ମାଡ଼ି ଯାଇଛି।

ଏଣେ ସମ୍ଭାବ୍ୟ ବନ୍ୟାର ମୁକାବିଲା ଲାଗି ଜୋରସୋରରେ ଚାଲିଛି ପ୍ରଶାସନର ପ୍ରସ୍ତୁତି। ବ୍ଲକ, ତହସିଲ, ପଞ୍ଚାୟତ, ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି। କେନ୍ଦୁଝର ଆନନ୍ଦପୁରରେ NDRF ଟିମ୍ ପହଞ୍ଚିଥିବା ବେଳେ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବନ୍ୟା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।  ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପାଓ୍ୱାରବୋଟ୍ ମହଜୁଦ ରଖାଯାଇଥିବା ବେଳେ ୪ଶହରୁ ଅଧିକ ଅଗ୍ନିଶମ କର୍ମଚାରୀଙ୍କ ସହ ୬ ଡେପୁଟି ଫାୟାର ଅଫିସର ନିୟୋଜିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story