ଦୁଇ ମାସ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ: ସଞ୍ଜୟ ଦାସବର୍ମା

ଭୁବନେଶ୍ୱର: ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ନେଇଛନ୍ତି ସେମାନଙ୍କୁ କିଭଳି ଭାବେ ଏକ ସମୟସୀମା ଭିତରେ ବାଦ୍ ଦିଆଯିବ ଏବଂ କୌଣସି ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ନ ପଡ଼ିବେ ତାହା ଉପରେ ଜିଲ୍ଲାପାଳ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି ବୋଲି  ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି । ସେ କହିଛନ୍ତି, “ଏନ୍‌ଏଫ୍‌ଏସ୍‌ରେ ଦୁଇ ମାସ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏହାସହ ଅଯୋଗ୍ୟ […]

sanjya

sanjya

Rakesh Mallick
  • Published: Saturday, 18 June 2016
  • Updated: 18 June 2016, 03:01 PM IST

Sports

Latest News

ଭୁବନେଶ୍ୱର: ଯେଉଁ ଅଯୋଗ୍ୟ ହିତାଧିକାରୀମାନେ ରାସନକାର୍ଡ ନେଇଛନ୍ତି ସେମାନଙ୍କୁ କିଭଳି ଭାବେ ଏକ ସମୟସୀମା ଭିତରେ ବାଦ୍ ଦିଆଯିବ ଏବଂ କୌଣସି ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ନ ପଡ଼ିବେ ତାହା ଉପରେ ଜିଲ୍ଲାପାଳ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱରୋପ କରିଛନ୍ତି ବୋଲି  ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି ।

ସେ କହିଛନ୍ତି, “ଏନ୍‌ଏଫ୍‌ଏସ୍‌ରେ ଦୁଇ ମାସ ମଧ୍ୟରେ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯିବ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏହାସହ ଅଯୋଗ୍ୟ ହିତାଧିକାରୀଙ୍କ ନାଁରେ ଏଫ୍‌ଆଇଆର୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୧୩୪ଟି ବ୍ଲକ୍‌ରେ ପି- ପାସ୍‌ ପ୍ରଚଳନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଠିକ୍ ସମୟରେ ବ୍ଲକ୍‌ ଗୁଡ଼ିକରେ ପି-ପାସ୍‌ କାର୍ଯ୍ୟକାରୀତା କିପରି ହୋଇପାରିବ ତାହା ଉପରେ ପଦକ୍ଷେପ ନେବାକୁ  ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି।  ୧୩୪ ବ୍ଲକ୍‌ରେ ପି-ପାସ୍‌ କାର୍ଯ୍ୟକାରୀ ହେଲା ପରେ ଚାଷୀମାନଙ୍କ ପାଖକୁ ଅନ୍‌ଲାଇନ୍‌ରେ ଟଙ୍କା ଯାଇପାରିବ। ଚଳିତ ରବି ଋତୁ ପାଇଁ ୨୫ ଜୁନ୍‌ ସୁଦ୍ଧା ଚାଷୀ ପଞ୍ଜୀକରଣ କରି ପାରିବେ । ଏହାସହିତ ଜୁନ୍‌ ୩୦ ପରେ ରବି ଋତୁ ପାଇଁ ଧାନ କିଣା ବନ୍ଦ ରହିବ। ଓଡ଼ିଶା ଚାଷୀକୂଳଙ୍କୁ ମୁଁ ନିବେଦନ କରୁଛି ଯଦି କାହା ପାଖରେ ବିକ୍ରି ଯୋଗ୍ୟ ବା ବଳକା ଧାନ ଥାଏ ତେବେ ଜୁନ୍ ୨୫ ତାରିଖ ପଞ୍ଜୀକରଣ କରନ୍ତୁ।

ସେ ଆହୁରି ମଧ୍ୟ କହିଛନ୍ତି,“ରାଜ୍ୟରେ ଯେଉଁ ମରୁଡ଼ି ପରିସ୍ଥିତି ହୋଇଥିଲା ଯୋଗାଣ ବିଭାଗ ତରଫରୁ ଏକ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁମାନେ ଇନପୁଟ୍ ସବସିଡ୍‌ ନେଇଛନ୍ତି ସେମାନେ ଗୋଟିଏ ସମୟସୀମା ଭିତରେ ବଳକା ଧାନ ବିକ୍ରି କରିପାରିବେ। ଏହି ସମୟସୀମାକୁ ସମସ୍ତେ ଅନୁପାଳନ କରିବାକୁ ଜିଲ୍ଲାପାଳମାନଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି। ଧାନ କିଣା ବ୍ୟବସ୍ଥାକୁ କିଭଳି ଭାବରେ ବ୍ୟବସ୍ଥିତ କରାଯିବ ଓ ଚାଷୀମାନଙ୍କ ପ୍ରାପ୍ୟ କିଭଳି ଭାବରେ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ଯିବ ଏନେଇ ବିଶେଷ ଧ୍ୟାନ ଦିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story