ଦୁର୍ଦ୍ଦାନ୍ତ ଅପରାଧୀ ରାଜେଶକୁ ଏନଏସଏରେ ବୁକ୍ କଲା କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ବୁକ୍ କରିଛି ।  ଅପରାଧୀ ଜଣଙ୍କ ହେଲେ କଟକର ରାଜେଶ ପାଲ । ରାଜେଶଙ୍କ ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଏବେ ରାଜେଶ ଚୌଦ୍ୱାର ଜେଲରେ ଅଛନ୍ତି । ଏ ନେଇ ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏ ବୁକ କରାଯାଇଥାଏ । […]

police arrested a accued

police arrested a accued

Rakesh Mallick
  • Published: Wednesday, 21 October 2015
  • Updated: 22 October 2015, 10:31 AM IST

Sports

Latest News

attackଭୁବନେଶ୍ୱର: କମିଶନରେଟ୍ ପୋଲିସ୍ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ)ରେ ବୁକ୍ କରିଛି ।  ଅପରାଧୀ ଜଣଙ୍କ ହେଲେ କଟକର ରାଜେଶ ପାଲ । ରାଜେଶଙ୍କ ନାମରେ ଏକାଧିକ ସଙ୍ଗୀନ ମାମଲା ରହିଛି । ଏବେ ରାଜେଶ ଚୌଦ୍ୱାର ଜେଲରେ ଅଛନ୍ତି ।

ଏ ନେଇ ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି ଲୋକଙ୍କ ମଧ୍ୟରେ ଆତଙ୍କ, ଭୟ ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧୀମାନଙ୍କୁ ଏନଏସଏ ବୁକ କରାଯାଇଥାଏ । ରାଜେଶ ନାମରେ ବହୁ ସଙ୍ଗୀନ ମାମଲା ରହିଛି । ୨୦୦୯ରୁ ମଙ୍ଗଳାବାଗ ଓ ମାଲଗୋଦାମ ଅଞ୍ଚଳରେ ସେ ତାର ଆପରାଧୀକ କାର୍ଯ୍ୟକଳାପ ଚଳାଇଛି । ୨୦୧୫ରେ ସହଯୋଗୀଙ୍କ ସହ ମିଶି ରାଜେଶ ବୋମା ମାଡ ଓ ଫାଇରିଂ କରି ଆତଙ୍କ ସୃଷ୍ଟି କରିଥିଲା । ତେଣୁ ତାକୁ ଏନଏସଏରେ ବୁକ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos