ଅଙ୍ଗୁର ଖାଆନ୍ତୁ, ଦୂର ହୋଇଯିବ ଏହି ସମସ୍ୟା

ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଦିଏ। ସମସ୍ୟାରୁ ମୁକ୍ତି ପାଇବାକୁ କିଏ କେତେ ଉପାୟ ଅବଲମ୍ବନ କରିଥାନ୍ତି। ହେଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟକର ହୋଇଥାଏ। ଏହି କାରଣରୁ ଅତ୍ୟଧିକ ଚିନ୍ତା ଓ ଅବସାଦ ରୋଗରେ ଶିକାର ହୋଇଥାନ୍ତି। ଆପଣ ଏପରି ସମସ୍ୟାର ଶିକାର ହେଉଛନ୍ତି କି ? ଯଦି ହେଉଛନ୍ତି ତେବେ ଚିନ୍ତା ଦୂର କରିବାକୁ ଅଙ୍ଗୁର ଖାଆନ୍ତୁ। ଅଙ୍ଗୁର ଖାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ […]

grapes

grapes

Rakesh Mallick
  • Published: Monday, 05 February 2018
  • Updated: 05 February 2018, 01:32 PM IST

Sports

Latest News

ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ଦେଖାଦିଏ। ସମସ୍ୟାରୁ ମୁକ୍ତି ପାଇବାକୁ କିଏ କେତେ ଉପାୟ ଅବଲମ୍ବନ କରିଥାନ୍ତି। ହେଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟକର ହୋଇଥାଏ। ଏହି କାରଣରୁ ଅତ୍ୟଧିକ ଚିନ୍ତା ଓ ଅବସାଦ ରୋଗରେ ଶିକାର ହୋଇଥାନ୍ତି। ଆପଣ ଏପରି ସମସ୍ୟାର ଶିକାର ହେଉଛନ୍ତି କି ? ଯଦି ହେଉଛନ୍ତି ତେବେ ଚିନ୍ତା ଦୂର କରିବାକୁ ଅଙ୍ଗୁର ଖାଆନ୍ତୁ। ଅଙ୍ଗୁର ଖାଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ଖାଦ୍ୟରେ ଅଙ୍ଗୁରକୁ ସାମିଲ କରିବା ଦ୍ୱାରା ମାନସିକ ସ୍ଥିତି ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ।

ଅନ୍‌ଲାଇନ୍‌ ନେଚର କମ୍ୟୁନିକେସନ୍‌ରେ ପ୍ରକାଶିତ ରିପୋର୍ଟ ମୁତାବିକ ଅଙ୍ଗୁରରେ Natural elements ରହିଛି, ଯାହାକୁ ଖାଇବା ଦ୍ୱାରା ଡିପ୍ରେସନ୍‌ ଦୂର ହୋଇଥାଏ।ନ୍ୟୁୟର୍କର ଇକାହନ ସ୍କୁଲ ଅଫ୍‌ ମେଡିସିନର ପ୍ରଫେସର ଗିୟୁଲିଓ ମାରିଆ ପସିନେତ୍ତୀ କହିଛନ୍ତି  ଅଙ୍ଗୁରରେ Polyfinol compounds ରହିଛି। ଏହା ରାଗ ଉପରେ ନିୟନ୍ତ୍ରଣ ରଖେ। ଡିପ୍ରେସନ୍‌ ବା ମାନସିକ ଚିନ୍ତା ଦୂର କରାବାରେ ରାମବାଣ ପରି କାମ କରେ। ଅଙ୍ଗୁରରୁ ପ୍ରସ୍ତୁତ ହେଉଥିବା
Bioactive Dietary Polyfinol ଡିପ୍ରେସନ୍‌ରୁ ମୁକ୍ତି ଦେଇଥାଏ। ନିକଟରେ ମୂଷାକୁ ନେଇ କରାଯାଥିବା ଏକ ଗବେଷଣାରୁ ସକାରାତ୍ମକ ଫଳାଫଳ ମିଳିଛି।ଅଙ୍ଗୁରରେ ପୋଷକ ତତ୍ତ୍ୱ ଅଧିକ ମାତ୍ରାରେ ରହିଛି। ଏହାକୁ ଖାଇଲେ କ୍ରୋଧ ଉପରେ ନିୟନ୍ତ୍ରଣ ଆସିବା ସହ ଡିପ୍ରେସନ୍‌ ଦୂର ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story