ଅଣ୍ଡା ଖାଉଛନ୍ତି କି, ଭୋଗିପାରନ୍ତି ଏଭଳି ରୋଗ

ଅଣ୍ଡାକୁ ନେଇ ବିଭିନ୍ନ ସମୟରେ ଅନେକ ଗବେଷଣା ହୋଇଛି। ପ୍ରତି ଗବେଷଣାରେ କିଛି ନା କିଛି ନୂଆ ତଥ୍ୟ ବାହାରିଛି। ସଦ୍ୟ ଗବେଷଣା ଅନୁସାରେ ଅଣ୍ଡାକୁ ଏକ ସାକାହାରୀ ଖାଦ୍ୟ କୁହାଯାଇଥିଲା। ଏବେ ଅଣ୍ଡାକୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚିକିତ୍ସା ବିଜ୍ଞାନ ଓ ଆହାର ଶାସ୍ତ୍ର ବୌଜ୍ଞାନିକ ଗବେଷଣାକୁ ଭିତ୍ତି କରି ଅଣ୍ଡାକୁ ଭୋଜନ ଉପଯୋଗୀ ଖାଦ୍ୟ ନୁହେଁ ବୋଲି ଦର୍ଶାଇଛନ୍ତି। ଅଣ୍ଡା ଖାଇବା ଦ୍ୱାରା ହେଉଥିବା ବିଭିନ୍ନ ରୋଗ ବିଷୟରେ […]

egg harmful

egg harmful

Rakesh Mallick
  • Published: Saturday, 30 December 2017
  • Updated: 30 December 2017, 08:05 PM IST

Sports

Latest News

ଅଣ୍ଡାକୁ ନେଇ ବିଭିନ୍ନ ସମୟରେ ଅନେକ ଗବେଷଣା ହୋଇଛି। ପ୍ରତି ଗବେଷଣାରେ କିଛି ନା କିଛି ନୂଆ ତଥ୍ୟ ବାହାରିଛି। ସଦ୍ୟ ଗବେଷଣା ଅନୁସାରେ ଅଣ୍ଡାକୁ ଏକ ସାକାହାରୀ ଖାଦ୍ୟ କୁହାଯାଇଥିଲା। ଏବେ ଅଣ୍ଡାକୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଚିକିତ୍ସା ବିଜ୍ଞାନ ଓ ଆହାର ଶାସ୍ତ୍ର ବୌଜ୍ଞାନିକ ଗବେଷଣାକୁ ଭିତ୍ତି କରି ଅଣ୍ଡାକୁ ଭୋଜନ ଉପଯୋଗୀ ଖାଦ୍ୟ ନୁହେଁ ବୋଲି ଦର୍ଶାଇଛନ୍ତି। ଅଣ୍ଡା ଖାଇବା ଦ୍ୱାରା ହେଉଥିବା ବିଭିନ୍ନ ରୋଗ ବିଷୟରେ ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି।

ଅଣ୍ଡା ଦ୍ୱାରା ହେଉଥିବା ରୋଗ: ଅଣ୍ଡା ଖାଇବା ଦ୍ୱାରା ହୃଦ ରୋଗ, କର୍କଟ, ଉଚ୍ଚ ରକ୍ତଚାପ, ପକ୍ଷାଘାତ, ପଥୁରୀ, କିଡନି ରୋଗ, ଧବଳ କୋଷ୍ଠ, ସୋରିଆସିସ୍, ଶରୀର ଫୁଲା ରୋଗ, କୁଣ୍ଡିଆ ଆଦି ଭୟଙ୍କର ବ୍ୟାଧି ସୃଷ୍ଟି ହୋଇଥାଏ। ଅଣ୍ଡାରେ କୋଲଷ୍ଟ୍ରଲ ଅଧିକ ମାତ୍ରାରେ ଥିବାରୁ ଏହା ଧମନୀରେ କୁ-ପ୍ରଭାବ ପକାଇବା ସହିତ ହାର୍ଟ ଆଟକ୍ ଭଳି ପରିସ୍ଥିତିକୁ ଡାକି ଆଣୁଛି। ଅଣ୍ଡାର ଧଳା ଅଂଶରେ ଥିବା ସୋଡ଼ିୟମ ସଲ୍ଟ ଶରୀର ପାଇଁ କ୍ଷତିକାରକ।

ଗବେଷକ ଡାକ୍ତର ରବର୍ଟ ଗ୍ରାସ ଅଣ୍ଡାର ଧଳା ଅଂଶକୁ କିଛି ପଶୁଙ୍କୁ ଖାଇବାକୁ ଦେଇ ଏହି ଗବେଷଣା କରିଥିଲେ। ଏହା ଖାଇଥିବା ପ୍ରାଣିମାନେ ଅଳ୍ପଦିନରେ ପକ୍ଷାଘାତର ଶିକାର ହେବା ଦେଖିବାକୁ ପାଇଥିଲେ ରବର୍ଡ।

ଅଣ୍ଡା ତୁଳନାରେ ଏହି ସବୁଖାଦ୍ୟ ବହୁତ ଉପକାରୀ: ପ୍ରତ୍ୟେକ ୧୦୦ ଗ୍ରାମ ଅଣ୍ଡାରେ ୧୩.୩ ପ୍ରତିଶତ ପ୍ରୋଟିନ ରହିଥାଏ। ସେହିପରି ୧୦୦ ଗ୍ରାମ ଡାଲିରେ ୨୦.୮ରୁ ୪୩.୨ ପ୍ରତିଶତ ଓ ବାଦାମରେ ୩୧.୬ ପ୍ରତିଶତ ପ୍ରୋଟିନ ରହିଛି। ଏଣୁ ଆପଣ ଅଣ୍ଡା ବଦଳରେ ଡାଲି ଓ ବାଦାମ ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story