ମାତିଲେ ହାତୀ: ୩ ଜଣଙ୍କୁ ମାରି ଦେଲେ, ଆଉ ୩ ଆହତ

ଭୁବନେଶ୍ୱର: ଆଜି ରାଜ୍ୟର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ  ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବସନ୍ତପୁର ଗାଁର ଜଣେ ବୃଦ୍ଧ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ତାଙ୍କ ନାଁ ସୁନ୍ଦୁର ଦେହୁରୀ। ସୁନ୍ଦୁରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନବିଭାଗ କର୍ମଚାରୀମାନଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲା […]

elephant attack

elephant attack

Rakesh Mallick
  • Published: Friday, 26 May 2017
  • Updated: 26 May 2017, 10:19 AM IST

Sports

Latest News

ଭୁବନେଶ୍ୱର: ଆଜି ରାଜ୍ୟର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣରେ  ୩ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବସନ୍ତପୁର ଗାଁର ଜଣେ ବୃଦ୍ଧ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ତାଙ୍କ ନାଁ ସୁନ୍ଦୁର ଦେହୁରୀ। ସୁନ୍ଦୁରଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନବିଭାଗ କର୍ମଚାରୀମାନଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ଜିଲ୍ଲା ଅମ୍ୱାଦଳା ଥାନା ଅନ୍ତର୍ଗତ ଗୁଣୁରିଗୁଡ଼ାରେ  ହାତୀ ଆକ୍ରମଣରେ  ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ଧୋବାଦାଣ୍ଡ ଗାଁର ଜଣେ ୭ ବର୍ଷର  ଶିଶୁ ମା’ ସହ ଜଙ୍ଗଲକୁ ଯିବାବେଳେ ଘର ଆଗରେ ହାତୀଟି ତାକୁ ଦଳି ଦେଇଥିଲା। ହାତୀ ଆକ୍ରମଣରେ ମା’ ଓ ବଡ଼ ପୁଅ ଗୁରୁତର ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story