ଏନ୍‌ସେଫାଲାଇଟିସ୍‌ରେ ପୁଣି ୩ ଶିଶୁଙ୍କ ମୃତ୍ୟୁ, ୪୪ ଦିନରେ ମୃତ୍ୟୁସଂଖ୍ୟା ୬୫କୁ ବୃଦ୍ଧି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ୩ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଗତ ୪୪ ଦିନରେ ଏହି ରୋଗରେ ଜିଲ୍ଲାରେ ୬୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ପ୍ରାଣ ହରାଇଥିବା ତିନି ଶିଶୁ ହେଲେ କାଲିମେଳା ବ୍ଲକ୍ ଅନ୍ତର୍ଗତ ଉସ୍‌କାପାଲିର ସୁଜିତ୍ ବେଟ୍ଟି (୨), ମହରମପାଲିର ସୁଙ୍କି ପଡ଼ିଆମୀ (୩) ଓ ମାଥିଲି ବ୍ଲକ୍‌ ଅନ୍ତର୍ଗତ ସିନ୍ଧିବେଡ଼ାର ଗାୟତ୍ରୀ ପେଦି (୪)। ଗତକାଲି […]

malkangiri

malkangiri

Rakesh Mallick
  • Published: Saturday, 22 October 2016
  • Updated: 22 October 2016, 02:59 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ମାଲାକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ୩ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ସହିତ ଗତ ୪୪ ଦିନରେ ଏହି ରୋଗରେ ଜିଲ୍ଲାରେ ୬୫ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି।

ପ୍ରାଣ ହରାଇଥିବା ତିନି ଶିଶୁ ହେଲେ କାଲିମେଳା ବ୍ଲକ୍ ଅନ୍ତର୍ଗତ ଉସ୍‌କାପାଲିର ସୁଜିତ୍ ବେଟ୍ଟି (୨), ମହରମପାଲିର ସୁଙ୍କି ପଡ଼ିଆମୀ (୩) ଓ ମାଥିଲି ବ୍ଲକ୍‌ ଅନ୍ତର୍ଗତ ସିନ୍ଧିବେଡ଼ାର ଗାୟତ୍ରୀ ପେଦି (୪)।

ଗତକାଲି କାଲିମେଳା ବ୍ଲକ ଗମ୍ପାକୋଣ୍ଡା ଗାଁର ୪ ବର୍ଷର ଶିଶୁ ପୁତ୍ର ମୁନା ଶଗଡ଼ିଆର ମୃତ୍ୟୁ ହୋଇଥିଲା। ମୁନା  ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା।

ସେହିପରି ଛତିଶଗଡ଼ର ଗୁଲିକୋଣ୍ଡାରରୁ ଆସି ମାଲିକାନଗିରି ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ୩ବର୍ଷର ଶିଶୁ ଭାରତୀ ନାଗ୍‌ଙ୍କର ଗତକାଲି ଏନ୍‌ସେଫାଲାଇଟିସ୍‌ରେ ମୃତ୍ୟୁ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story