ଏନ୍‌ସେଫାଲାଇଟିସ୍ ମୃତ୍ୟୁ ସଂଖ୍ୟା ୮୭କୁ ବୃଦ୍ଧି

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ଆଜି ଆଉ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସିତ ହେଉଥିବା କୋରକୁଣ୍ଡା ବ୍ଲକ ମୁଦାଖାଲ ଗାଁର ଦୁଇ ବର୍ଷର ଶିଶୁ ସଂଜୁ ମାଢ଼ୀଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ମାଥିଲି ବ୍ଲକ ପାକନାଗୁଡ଼ା ଗାଁର ୪ ବର୍ଷର ଶିଶୁ କନ୍ୟା ସୁମିତ୍ରା କୋପେଙ୍କ ମୃତ୍ୟୁ ହୋଇଛି। ଏହା ସହିତ ମାଲକାନଗିରିରେ ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ […]

malkangiri

malkangiri

Rakesh Mallick
  • Published: Friday, 04 November 2016
  • Updated: 04 November 2016, 07:30 PM IST

Sports

Latest News

ମାଲକାନଗିରି: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ଆଜି ଆଉ ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି। ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଚିକିତ୍ସିତ ହେଉଥିବା କୋରକୁଣ୍ଡା ବ୍ଲକ ମୁଦାଖାଲ ଗାଁର ଦୁଇ ବର୍ଷର ଶିଶୁ ସଂଜୁ ମାଢ଼ୀଙ୍କ ମୃତ୍ୟୁ ହୋଇଛି। ସନ୍ଧ୍ୟାରେ ମାଥିଲି ବ୍ଲକ ପାକନାଗୁଡ଼ା ଗାଁର ୪ ବର୍ଷର ଶିଶୁ କନ୍ୟା ସୁମିତ୍ରା କୋପେଙ୍କ ମୃତ୍ୟୁ ହୋଇଛି।

ଏହା ସହିତ ମାଲକାନଗିରିରେ ଜାପାନୀ ଜ୍ୱରରେ ମୃତ ଶିଶୁଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି।

ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ ଜଣ ଶିଶୁଙ୍କର ଏହି ରୋଗରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ମାଲକାନଗିରି ଜିଲ୍ଲାରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋକିବାରେ ପ୍ରଶାସନ ଏକ ପ୍ରକାର ଫେଲ ମାରିଛି। ପ୍ରତିଦିନ ପିଲାଙ୍କ ମୃତ୍ୟୁ ହେଉଛି। ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଜାତୀୟ ଶିଶୁ ସୁରକ୍ଷା କମିଶନ। ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌କୁ ରୋକିବା ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ତାର ରିପୋର୍ଟ ୧୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଯଦି ୧୦ ଦିନ ମଧ୍ୟରେ ଉତ୍ତର ନ ମିଳିଲେ ସରକାରଙ୍କୁ ସମନ୍‌ କରାଯିବ ବୋଲି କମିଶନ କହିଛନ୍ତି।

ଅନ୍ୟପକ୍ଷରେ ଜାପାନିଜ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ କୈଳାସ ଦାସ କହିଛନ୍ତି,“ଜିଲ୍ଲାରେ ୨୬୫ ଜଣ ଶିଶୁ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୩ ଜଣ ଜାପାନିଜ୍‌ ଏନ୍‌ସେଲାଇଟିସ୍‌ରେ ଓ ୧୩୨ ଜଣ ଏଇଏସ୍‌ରେ ଆକ୍ରାନ୍ତ ହୋଇଥିଲେ। ୨୭ ଜଣର ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଓ ୪୭ ଜଣଙ୍କର ଏଇଏସ୍‌ରେ ମୃତ୍ୟୁ ଘଟିଛି। ୧୭୩ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି।”

ସେ ଆହୁରି କହିଛନ୍ତି,“ଗତ ତିନି ହେବ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ ନିୟନ୍ତ୍ରଣରେ ରହିଛି। ଆଉ ଦୁଇ ସପ୍ତାହ ମଧ୍ୟରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story