ଲୁଟ୍ ପାଇଁ ସାଙ୍ଗର ମା’କୁ ହତ୍ୟା କଲେ ଇଞ୍ଜିନିୟରିଂ ଛାତ୍ର

ଜୟପୁର: ବିରାଜିନୀ ଖଣ୍ଡୁଆଳ ହତ୍ୟା ମାମଲାର ପୋଲିସ୍‌ ପର୍ଦ୍ଦାଫାସ୍ କରିଛି। ଲୁଟ୍ ପାଇଁ ବିରାଜିନୀଙ୍କୁ ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଇଂଜିନିୟରିଂ ଛାତ୍ର ଆଦିତ୍ୟ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ।  ଅଭିଯୁକ୍ତ ଆଦିତ୍ୟ ବିରାଜିନୀଙ୍କ ପୁଅର ସାଙ୍ଗ।  ଟଙ୍କା ଲୁଟ୍ ପାଇଁ ଆସି ବିରାଜିନୀଙ୍କୁ  ଆଦିତ୍ୟ ହତ୍ୟା କରିଥିଲା ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି। ଗତ ୧୭ରେ ଜୟପୁର ଇରିଗେସନ କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିଲା। ବିରାଜିନୀଙ୍କ ସ୍ୱାମୀ ଓ ପୁଅ ଘରେ […]

Rakesh Mallick
  • Published: Saturday, 21 October 2017
  • Updated: 21 October 2017, 04:22 PM IST

ଜୟପୁର: ବିରାଜିନୀ ଖଣ୍ଡୁଆଳ ହତ୍ୟା ମାମଲାର ପୋଲିସ୍‌ ପର୍ଦ୍ଦାଫାସ୍ କରିଛି। ଲୁଟ୍ ପାଇଁ ବିରାଜିନୀଙ୍କୁ ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ଅଭିଯୁକ୍ତ ଇଂଜିନିୟରିଂ ଛାତ୍ର ଆଦିତ୍ୟ ମହାନ୍ତିଙ୍କୁ ଗିରଫ କରିଛି ପୋଲିସ।  ଅଭିଯୁକ୍ତ ଆଦିତ୍ୟ ବିରାଜିନୀଙ୍କ ପୁଅର ସାଙ୍ଗ।  ଟଙ୍କା ଲୁଟ୍ ପାଇଁ ଆସି ବିରାଜିନୀଙ୍କୁ  ଆଦିତ୍ୟ ହତ୍ୟା କରିଥିଲା ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି।

ଗତ ୧୭ରେ ଜୟପୁର ଇରିଗେସନ କଲୋନୀରେ ଏହି ହତ୍ୟାକାଣ୍ଡ ହୋଇଥିଲା। ବିରାଜିନୀଙ୍କ ସ୍ୱାମୀ ଓ ପୁଅ ଘରେ ନ ଥିବା ବେଳେ ଆଦିତ୍ୟ ତାଙ୍କ ଘରକୁ ଆସିଥିଲା।  କିଛି ସମୟ କଥାବାର୍ତ୍ତା ପରେ ସେ ବିରାଜିନୀଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜୟପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story