ଏନ୍‌ସେଫାଲାଇଟିସ୍ ନେଲା ଆଉ ଦୁଇ ଜୀବନ, ମୃତ୍ୟୁସଂଖ୍ୟା ୯୮

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ଆଜି ଆଉ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ କୋରକୋଣ୍ଡା ବ୍ଲକ୍ ଚିକପାଲୀର ୭ ବର୍ଷର ମଙ୍ଗରାଜ ମାଡ଼କାମୀ ଓ ବାୟାନାୟକଗୁଡ଼ା ଗାଁର ୨ ବର୍ଷର ଶିଶୁ ଗୋବିନ୍ଦ କୋପେ। ଉଭୟଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଦୁଇ ଶିଶୁଙ୍କୁ ମିଶାଇ ଜିଲ୍ଲାରେ ଏହି ରୋଗରେ ମୃତ୍ୟୁସଂଖ୍ୟା ୯୮ରେ ପହଞ୍ଚିଛି। ପ୍ରଶାସନିକ ପଦକ୍ଷେପ ସତ୍ତ୍ୱେ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ କମିବା ପରିବର୍ତ୍ତେ କାୟା ବିସ୍ତାର କରିବାକୁ […]

malkangiri

malkangiri

Rakesh Mallick
  • Published: Thursday, 10 November 2016
  • Updated: 10 November 2016, 10:04 PM IST

ମାଲକାନଗିରି: ଜାପାନିଜ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ଜିଲ୍ଲାରେ ଆଜି ଆଉ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ କୋରକୋଣ୍ଡା ବ୍ଲକ୍ ଚିକପାଲୀର ୭ ବର୍ଷର ମଙ୍ଗରାଜ ମାଡ଼କାମୀ ଓ ବାୟାନାୟକଗୁଡ଼ା ଗାଁର ୨ ବର୍ଷର ଶିଶୁ ଗୋବିନ୍ଦ କୋପେ। ଉଭୟଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହି ଦୁଇ ଶିଶୁଙ୍କୁ ମିଶାଇ ଜିଲ୍ଲାରେ ଏହି ରୋଗରେ ମୃତ୍ୟୁସଂଖ୍ୟା ୯୮ରେ ପହଞ୍ଚିଛି।

ପ୍ରଶାସନିକ ପଦକ୍ଷେପ ସତ୍ତ୍ୱେ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ କମିବା ପରିବର୍ତ୍ତେ କାୟା ବିସ୍ତାର କରିବାକୁ ଲାଗିଛି। ପ୍ରତିଦିନ ଏହି ରୋଗରେ ଟଳି ପଡ଼ୁଛନ୍ତି ନୀରିହ ଶିଶୁ। ସଚେତନତା ସହ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଏହି ରୋଗ ନିୟନ୍ତ୍ରଣ ହେବାର ନାଁ ନେଉନାହିଁ। ଏହାକୁ ନେଇ ଜିଲ୍ଲାବାସୀ ଆତଙ୍କୀତ ହୋଇ ପଡିଛନ୍ତି।

ଗତକାଲି ଏହି ରୋଗରେ ଏମ୍‌ଭି-୩୪ର ମୁକେଶ ସୋଢୀଙ୍କ ମୃତ୍ୟୁ ଘଟିଥିଲା।

୮ ତାରିଖରେ ପଡ଼ିଆ ବ୍ଲକ ଗୋରଖପାଲି ଗାଁର ଲକ୍ଷ୍ମୀ ଓଗେଲ(ଦେଢ଼ ବର୍ଷ) ଏବଂ ୭ ତାରିଖରେ କୋରକୋଣ୍ଡା ବ୍ଲକ୍ ଏମ୍‌ଭି-୨୨ର ଶିଶୁପୁତ୍ର ବବୁଲ ହାଲୁଆ(୫) ଓ ମାଥିଲିର ଶିଶୁକନ୍ୟା ଝାନସୀ ଭୂମିଆ(୫)ଙ୍କ ମୃତ୍ୟୁ ଘଟିଥିଲା।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶ କୈଳାସ ଚନ୍ଦ୍ର ଦାଶ କହିଛନ୍ତି,“ମାଲକାନଗିରି ଜିଲ୍ଲାରେ ଏବେ ସୁଦ୍ଧା ଏନ୍‌ସେଫାଲାଇଟିସ୍‌ରେ ୩୦ ଜଣ ଓ ଏଇଏସ୍‌ରେ ୫୬ ଜଣ ପିଲା ପ୍ରାଣ ହରାଇଛନ୍ତି। ଆସନ୍ତା ଡିସେମ୍ୱରରେ ଜିଲ୍ଲାରେ ଏନ୍‌ସେଫାଲାଇଟିସ୍‌ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story