ଆଉ ଧର୍ମଘଟକୁ ଓହ୍ଲାଇ ପାରିବେ ନାହିଁ ଆମ୍ବୁଲାନ୍ସ କର୍ମଚାରୀ: ଲାଗୁ ହେଲା ଏସ୍‌ମା

ଭୁବନେଶ୍ୱର: ଆମ୍ବୁଲାନ୍ସ ସେବା ପାଇଁ ଲାଗୁ ହେଲା ଏସ୍‌ମା। ଯାହାଫଳରେ ଏଣିକି ଆଉ ବିଭିନ୍ନ ଦାବି ନେଇ ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇ ପାରିବେ ନାହିଁ। ରାଜ୍ୟରେ ସେବା ଯୋଗାଉଥିବା ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ଉପରେ ଏଭଳି ଏସମା ବା ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ ଲାଗୁ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟାଘାତ ନ ପହଞ୍ଚାଇବା ଲାଗି ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ ହୋଇଛି। ଅଗଷ୍ଟ […]

ambu

ambu

Rakesh Mallick
  • Published: Monday, 31 July 2017
  • Updated: 31 July 2017, 10:23 PM IST

Sports

Latest News

ଭୁବନେଶ୍ୱର: ଆମ୍ବୁଲାନ୍ସ ସେବା ପାଇଁ ଲାଗୁ ହେଲା ଏସ୍‌ମା। ଯାହାଫଳରେ ଏଣିକି ଆଉ ବିଭିନ୍ନ ଦାବି ନେଇ ଆମ୍ବୁଲାନ୍ସ ସେବା ଯୋଗାଉଥିବା କର୍ମଚାରୀମାନେ ଧର୍ମଘଟକୁ ଓହ୍ଲାଇ ପାରିବେ ନାହିଁ। ରାଜ୍ୟରେ ସେବା ଯୋଗାଉଥିବା ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବା ଉପରେ ଏଭଳି ଏସମା ବା ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ ଲାଗୁ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଣସି ବ୍ୟାଘାତ ନ ପହଞ୍ଚାଇବା ଲାଗି ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ ହୋଇଛି। ଅଗଷ୍ଟ ପହିଲାରୁ ଆସନ୍ତା ୬ ମାସ ପାଇଁ ଗୃହ ବିଭାଗ ଏହି ନିୟମ ଲାଗୁ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story