ସି-ସୋର ଲିଙ୍କ୍‌: ପୂର୍ବତନ ଓଏଏସ୍‌  ଅଫିସର ପ୍ରଦୀପ ହୋତା ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ସି-ସୋର ସହିତ ଲିଙ୍କ ଅଭିଯୋଗରେ ପୂର୍ବତନ ଓଏଏସ୍‌  ଅଫିସର ପ୍ରଦୀପ କୁମାର ହୋତାଙ୍କୁ  ସିବି‌ଆ‌ଇ ଗିରଫ କରିଛି।  ଗିରଫ ପରେ ପ୍ରଦୀପ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଦୀପ ଆପିକଲର ଏମଡି ଥିବା ବେଳେ ସି-ସୋରକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ତାଙ୍କ ଜଏଣ୍ଟ ଆକାଉଣ୍ଟକୁ ସନ୍ଦେହଜନକ ଭାବେ ୧୯ଲକ୍ଷ ୭୦ ହଜାର ଟଙ୍କା ଆସିଥିଲା। ଏହି ଟଙ୍କା ୨୦୦୮ରୁ ୨୦୧୧ ମଧ୍ୟରେ ପ୍ରଦୀପଙ୍କ […]

Rakesh Mallick
  • Published: Wednesday, 11 October 2017
  • Updated: 11 October 2017, 08:52 AM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ ସଂସ୍ଥା ସି-ସୋର ସହିତ ଲିଙ୍କ ଅଭିଯୋଗରେ ପୂର୍ବତନ ଓଏଏସ୍‌  ଅଫିସର ପ୍ରଦୀପ କୁମାର ହୋତାଙ୍କୁ  ସିବି‌ଆ‌ଇ ଗିରଫ କରିଛି।  ଗିରଫ ପରେ ପ୍ରଦୀପ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରଦୀପ ଆପିକଲର ଏମଡି ଥିବା ବେଳେ ସି-ସୋରକୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ତାଙ୍କ ଜଏଣ୍ଟ ଆକାଉଣ୍ଟକୁ ସନ୍ଦେହଜନକ ଭାବେ ୧୯ଲକ୍ଷ ୭୦ ହଜାର ଟଙ୍କା ଆସିଥିଲା। ଏହି ଟଙ୍କା ୨୦୦୮ରୁ ୨୦୧୧ ମଧ୍ୟରେ ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story