ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ ପୋର୍ଟାଲ ଉଦ୍‌ଘାଟନ କରିଛନ୍ତି। ଚକ୍ଷୁରୋଗ ସମ୍ପର୍କୀତ ସମସ୍ତ ଚିକିତ୍ସା ତଥ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍‌ଦ୍ଧ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏବାବଦରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୬୦୦ କୋଟି ଟଙ୍କା ବ୍ୟୟ କରିବାର ଯୋଜନା ରଖାଯାଇଛି। ଚଳିତ ବର୍ଷ ରାଜ୍ୟରେ ପ୍ରତ୍ୟକ ଲୋକଙ୍କୁ ମାଗଣା ମୋତିଆ ବିନ୍ଦୁ ପରୀକ୍ଷା […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 05:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱେବ ପୋର୍ଟାଲ ଉଦ୍‌ଘାଟନ କରିଛନ୍ତି। ଚକ୍ଷୁରୋଗ ସମ୍ପର୍କୀତ ସମସ୍ତ ଚିକିତ୍ସା ତଥ୍ୟ ଏହି ୱେବ ପୋର୍ଟାଲରେ ଉପଲବ୍‌ଦ୍ଧ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ ଏବାବଦରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୬୦୦ କୋଟି ଟଙ୍କା ବ୍ୟୟ କରିବାର ଯୋଜନା ରଖାଯାଇଛି। ଚଳିତ ବର୍ଷ ରାଜ୍ୟରେ ପ୍ରତ୍ୟକ ଲୋକଙ୍କୁ ମାଗଣା ମୋତିଆ ବିନ୍ଦୁ ପରୀକ୍ଷା ଭଳି ବିଭିନ୍ନ ଚକ୍ଷୁରୋଗ ଚିକିତ୍ସା ଯୋଗଇ ଦିଆଯାଉଛି। ଏହାଛଡ଼ା ପ୍ରତ୍ୟକ ଜିଲ୍ଲାରେ ମଧୁମେୟ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ।

ପ୍ରତାପ ଜେନା କହିଛନ୍ତି-“ୟୁନିଭର୍ସାଲ ଆୟ ହେଲ୍‌ଥ ପ୍ରୋଗ୍ରାମ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକାରି କରାଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୨ ସୁଦ୍ଧା ଓଡ଼ିଶାରୁ ଅନ୍ଧତ୍ୱ ଦୂର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ସମସ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ପାଇଁ ଅନ୍ତର୍ଭୂକ୍ତ କରାଯାଇଛି।  ଆବଶ୍ୟକ ସ୍ଥଳରେ ମାଗଣାରେ ଚଷମା ଯୋଗାଇଦିଆଯିବ। ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story