ଏଚ୍‌ଆଇଭି ଏଡ୍‌ସ୍‌ ସହ ଜଡିତ ୫ଟି ମିଥ୍ୟା

ଯୌନ ସଂକ୍ରମିତ ରୋଗ ମଧ୍ୟରୁ ଗୋଟିଏ ହେଉଛି HIV ଏଡ୍‌ସ୍‌। ଯାହା ବିଶ୍ୱର ଭୟଙ୍କର ବେମାରି ଗଡ଼ିକ ମଧ୍ୟରୁ ଗୋଟିଏ। HIV ଏକ ଭାଇରସ୍‌ ଯାହାର ପୁରା ନାମ Human immunodeficiency virus। ଏହା ସିଧା ରୋଗୀର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଆକ୍ରମଣ କରିଥାଏ। ଏଚ୍‌ଆଇଭି ଭାଇରସ୍ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତିକୁ ନଷ୍ଟ କରିଦିଏ। ଭାରତରେ ପ୍ରତିବର୍ଷ ୧ଲକ୍ଷ ଲୋକ ଏହି ଭାଇରସ୍‌ରେ ପୀଡିତ ହୋଇ ପ୍ରାଣ ହରାନ୍ତି। ହେଲେ ଏହି ଯୌନ ସଂକ୍ରମଣ ଜନିତ […]

HIV-AIDS-LEZHE

HIV-AIDS-LEZHE

Rakesh Mallick
  • Published: Monday, 30 April 2018
  • Updated: 30 April 2018, 01:01 PM IST

Sports

Latest News

ଯୌନ ସଂକ୍ରମିତ ରୋଗ ମଧ୍ୟରୁ ଗୋଟିଏ ହେଉଛି HIV ଏଡ୍‌ସ୍‌। ଯାହା ବିଶ୍ୱର ଭୟଙ୍କର ବେମାରି ଗଡ଼ିକ ମଧ୍ୟରୁ ଗୋଟିଏ। HIV ଏକ ଭାଇରସ୍‌ ଯାହାର ପୁରା ନାମ Human immunodeficiency virus। ଏହା ସିଧା ରୋଗୀର ରୋଗ ପ୍ରତିରୋଧକ ପ୍ରଣାଳୀକୁ ଆକ୍ରମଣ କରିଥାଏ। ଏଚ୍‌ଆଇଭି ଭାଇରସ୍ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତିକୁ ନଷ୍ଟ କରିଦିଏ। ଭାରତରେ ପ୍ରତିବର୍ଷ ୧ଲକ୍ଷ ଲୋକ ଏହି ଭାଇରସ୍‌ରେ ପୀଡିତ ହୋଇ ପ୍ରାଣ ହରାନ୍ତି। ହେଲେ ଏହି ଯୌନ ସଂକ୍ରମଣ ଜନିତ ରୋଗକୁ ନେଇ ଲୋକଙ୍କ ମନରେ ଅନେକ ଭ୍ରମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସଂପର୍କରେ।

ଭ୍ରମ୧:  ଏଚ୍‌ଆଇଭି ପୀଡିତ ରୋଗୀର ପାଖା ପାଖି ରହିବା ଦ୍ୱାରା ଏହି ଭାଇରସ୍‌ ଅନ୍ୟକୁ ବ୍ୟାପିଥାଏ।

ସତ: ଅଧିକାଂଶ ଲୋକଙ୍କ ମନରେ ଏଚ୍‌ଆଇଭି ଏଡ୍‌ସ୍‌କୁ ନେଇ ଭାବିଥାନ୍ତି କି ଏଚ୍‌ଆଇଭି ପୀଡିତ ରୋଗୀର ପାଖାପାଖି ରହିବା ଦ୍ୱାରା ଏଚ୍‌ଆଇଭି ଭାଇରସ୍‌ ଅନ୍ୟକୁ ଡେଇଁଥାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ୍‌। ଏଚ୍‌ଆଭି ଛୁଁଇବା ଦ୍ୱାରା, ଏକାଠି ଖାଇବା ଦ୍ୱାରା କିମ୍ୱା ହାତ ମିଳାଇବା ଦ୍ୱାରା ବ୍ୟାପି ନ ଥାଏ। ଗୋଟିଏ ଶୌଚାଳୟ ବ୍ୟବହାର କରିବା ଦ୍ୱାରା ମଧ୍ୟ ଏଚ୍‌ଆଇଭି ବ୍ୟାପି ନ ଥାଏ। ଏହା ମା’ କ୍ଷୀର ପିଇବା ଦ୍ୱାରା, ଯୌନ ସମ୍ବନ୍ଧ ଓ ସଂକ୍ରମିତ ରକ୍ତ ବ୍ୟବହାର କରିବା ଦ୍ୱାରା ବ୍ୟାପିଥାଏ।

ଭ୍ରମ୨: ଏଚ୍‌ଆଇଭି ରୋଗର ଚିକିତ୍ସା ସମ୍ଭବ

ସତ: ଏଚ୍‌ଆଇଭି ଏଡ୍‌ସ୍‌ ରୋଗର ଚିକିତ୍ସା ସମ୍ଭବ ନୁହେଁ।

ଭ୍ରମ:୩ ମଶା କାମୁଡିବା ଦ୍ୱାରା ଏଚ୍‌ଆଇଭି ବ୍ୟାପିଥାଏ ।

ସତ: ଏଚ୍‌ଆଇଭି ଏଡ୍‌ସ୍‌ ଏପରି ଏକ ବେମାରି ଯାହା ରକ୍ତ ସଂକ୍ରମଣ କାରଣରୁ ହୋଇଥାଏ। ଅଧିକାଂଶ ଲୋକେ ଏଚ୍‌ଆଇଭି ସଂକ୍ରମିତ ଲୋକଙ୍କୁ କାମୁଡିଥିବା ମଶା ଏକ ଅନ୍ୟ ବ୍ୟକ୍ତିକୁ କାମୁଡିବା ପଳରେ ଏହି ଭାଇରସ୍‌ ବ୍ୟାପିଥାଏ ବୋଲି ମଧ୍ୟ ଭାବିଥାନ୍ତି। ଏହା ପୂରାପୁରି ଭୁଲ୍‌। ଏଚ୍‌ଆଇଭି ଏପରି ବ୍ୟାପି ନ ଥାଏ।

ଭ୍ରମ୪: ଟାଟୁ  କରିବା ଦ୍ୱାରା ଏଚ୍‌ଆଇଭି ହୋଇଥାଏ।

ସତ: ଏହା ସେତେବେଳେ ସମ୍ଭବ ହୋଇଥାଏ  ଯେତେବେଳେ କୌଣସି ଏଚ୍‌ଆଭି ଗ୍ରସିତ ବ୍ୟକ୍ତି ଟାଟୁ ପାଇଁ ବ୍ୟବହାର କରିଥିବା ଛୁଞ୍ଚିକୁ ବ୍ୟବହାର କରିଥାଏ। ତେବେ ଏଥିରୁ ବଞ୍ଚିବା ଲାଗି ନୂଆ ଛୁଞ୍ଚିର ବ୍ୟବହାର କରିବା ଜରୁରୀ।

ଭ୍ରମ୫: ପାଣି ଦ୍ୱାରା ଏଚ୍‌ଆଇଭି ବ୍ୟାପିଥାଏ।

ସତ: ଏଚ୍‌ଆଇଭି ପାଣି ଦ୍ୱାରା ଅନ୍ୟକୁ ବ୍ୟପି ନ ଥାଏ। ଏଚ୍‌ଆଇଭି ପୀଡିତ ବ୍ୟକ୍ତିର କପଡା ଧୋଇବା, ଅଇଁଠା ପାଣି ପିଇବା ଦ୍ୱାରା ଭାଇରସ୍‌ ବ୍ୟାପିନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story