ପୁଣି ଫେରିବ ପାସ୍ ଫେଲ୍‌ ବ୍ୟବସ୍ଥା: ପଞ୍ଚମ, ଅଷ୍ଟମରେ ଫେଲ୍‌ ହେଲେ ଅଟକ

ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାରେ ସଂସ୍କାର। ପୁଣି ଫେରିବ ପାସ୍ ଫେଲ୍‌ ବ୍ୟବସ୍ଥା । ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ଏହି ନିୟମ ଲାଗୁ ହେବ।  ଏହି ଦୁଇଟି ଶ୍ରେଣୀରେ ଏଣିକି ପରୀକ୍ଷା ହେବ। ଆଉ ଏହି ପରୀକ୍ଷାରେ ଫେଲ୍‌ ହେଲେ ପିଲାଙ୍କୁ ସେହି ଶ୍ରେଣୀରେ ଅଟକ ରହିବାକୁ ପଡ଼ିବ।  ଏହି ନିୟମ ସବୁ ରାଜ୍ୟରେ ଲାଗୁ ହେବ।  ଏମିତି ଏକ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି। ପୂର୍ବରୁ ପାସ ଫେଲ୍‌ ବ୍ୟବସ୍ଥାକୁ ଉଠାଯାଇଥିବା ବେଳେ […]

school

school

Rakesh Mallick
  • Published: Thursday, 03 August 2017
  • Updated: 03 August 2017, 09:08 AM IST

Sports

Latest News

ନୂଆଦିଲ୍ଲୀ: ପ୍ରାଥମିକ ଶିକ୍ଷାରେ ସଂସ୍କାର। ପୁଣି ଫେରିବ ପାସ୍ ଫେଲ୍‌ ବ୍ୟବସ୍ଥା । ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀରେ ଏହି ନିୟମ ଲାଗୁ ହେବ।  ଏହି ଦୁଇଟି ଶ୍ରେଣୀରେ ଏଣିକି ପରୀକ୍ଷା ହେବ। ଆଉ ଏହି ପରୀକ୍ଷାରେ ଫେଲ୍‌ ହେଲେ ପିଲାଙ୍କୁ ସେହି ଶ୍ରେଣୀରେ ଅଟକ ରହିବାକୁ ପଡ଼ିବ।  ଏହି ନିୟମ ସବୁ ରାଜ୍ୟରେ ଲାଗୁ ହେବ।  ଏମିତି ଏକ ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି। ପୂର୍ବରୁ ପାସ ଫେଲ୍‌ ବ୍ୟବସ୍ଥାକୁ ଉଠାଯାଇଥିବା ବେଳେ ଏହି  ପରମ୍ପରାକୁ ବନ୍ଦ କରିବା ଲକ୍ଷ୍ୟରେ ଅଛନ୍ତି କେନ୍ଦ୍ର ସରକାର।

ତେବେ ଫେଲ୍‌ ହେଉଥିବା ପିଲାଙ୍କ ପାଇଁ ଆଉ ଗୋଟିଏ ପରୀକ୍ଷା ଦେବାର ସୁଯୋଗ ମିଳିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି। ନୂତନ ନିୟମ ଅନୁଯାୟୀ ଏହି ଦୁଇଟି ଶ୍ରେଣୀରେ ମାର୍ଚ୍ଚ ମାସରେ ବାର୍ଷିକ ପରୀକ୍ଷା ହେବ। ଏହି ପରୀକ୍ଷାରେ ଯେଉଁମାନେ ଫେଲ ହେବେ ସେମାନଙ୍କୁ ମେ’ ମାସରେ ଆଉ ଏକ ସୁଯୋଗ ମିଳିବ। ଅର୍ଥାତ ସେମାନଙ୍କ ପାଇଁ ଏକ ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା କରାଯିବ। ଆଉ ଏଥିରେ ପାସ୍ କଲେ ସେମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉନ୍ନୀତ ପାଇଁ ସୁଯୋଗ ମିଳିବ। ନଚେତ ସେମାନଙ୍କୁ ଉକ୍ତ ଶ୍ରେଣୀରେ ପୁନର୍ବାର ରହିବାକୁ ପଡ଼ିବ।

ଏନେଇ କେନ୍ଦ୍ର ସରକାର ଶିକ୍ଷାର ଅଧିକାର ଆଇନରେ(ଆରଟିଇ) ସଂଶୋଧନ ପାଇଁ ସଂସଦରେ ଏକ ପ୍ରସ୍ଥାବ ଉପସ୍ଥାପନ କରିବେ। ସୂଚନା ଅନୁଯାୟୀ ୨୦୧୦ ଏପ୍ରିଲରେ ୟୁପିଏ ସରକାରଙ୍କ ସମୟରେ ଶିକ୍ଷା ଅଧିକାର ଆଇନ(ଆରଟିଇ) ସଂସଦରେ ପାରିତ ହୋଇଥିଲା। ଏହି ଆଇନ ଅନୁଯାୟୀ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦିଆଯିବା ସହ ପାସ ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯାଇଥିଲା।  ଆଉ ପ୍ରଚଳିତ ବ୍ୟବସ୍ଥାରେ ଗ୍ରେଡ୍‌ ବ୍ୟବସ୍ଥା ରଖାଯାଇ ପିଲାଙ୍କୁ ସାର୍ଟିଫିକେଟ ଦେଇ ଉପର ଶ୍ରେଣୀକୁ ଉନ୍ନୀତ କରାଯାଉଥିଲା। ହେଲେ ଏହି ଆଇନ ପାଇଁ ଗତ କିଛି ବର୍ଷ ହେବ ପିଲାଙ୍କ ଏକାଡେମିକ୍‌ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ହେବା ଦେଖାଗଲା । ଫଳରେ ଶିକ୍ଷାର ସଂସ୍କାର ନେଇ ସରକାର ଉପରୋକ୍ତ ପଦକ୍ଷେପ ନେଇଛନ୍ତି। ଆସନ୍ତା ବର୍ଷ ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡ଼ିଛି।

ସୌଜନ୍ୟ ହିନ୍ଦୁସ୍ଥାନ ଟାଇମ୍‌ସ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story