ଡରୁଛନ୍ତି ପରିବାର ଲୋକ: କୁନ୍ଦୁଲି ପୀଡ଼ିତାଙ୍କୁ ଘରକୁ ନେବା ପାଇଁ ଅରାଜି

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣବଳାତ୍କାର ଶିକାର ହୋଇଥିବା ନାବାଳିକାଙ୍କୁ ପରିବାର ଲୋକେ ଘରକୁ ନେବା ପାଇଁ ରାଜି ହେଉନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ରଖାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଆଜି ପୀଡ଼ିତା ମେଡ଼ିକାଲରୁ ଜିଡ୍‌ଚାର୍ଜ ହେବା ପରେ ଜେଏମ୍‌ଏଫ୍‌ସିରେ ହାଜର ହୋଇଥିଲେ। ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିଲା। ପୋଲିସ ବିରୋଧରେ କୁନ୍ଦୁଲି ପୀଡ଼ିତାଙ୍କ ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋରାପୁଟ ଏସ୍‌ପି କନ୍ଓ୍ୱର ବିଶାଲ ସିଂହ। ସେ କହିଛନ୍ତି-“ପୀଡ଼ିତାଙ୍କୁ […]

koraput-rape

koraput-rape

Rakesh Mallick
  • Published: Friday, 27 October 2017
  • Updated: 27 October 2017, 06:57 PM IST

Sports

Latest News

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲିରେ ଗଣବଳାତ୍କାର ଶିକାର ହୋଇଥିବା ନାବାଳିକାଙ୍କୁ ପରିବାର ଲୋକେ ଘରକୁ ନେବା ପାଇଁ ରାଜି ହେଉନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ନାବାଳିକାଙ୍କୁ ସିଡବ୍ଲ୍ୟୁସିରେ ରଖାଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଆଜି ପୀଡ଼ିତା ମେଡ଼ିକାଲରୁ ଜିଡ୍‌ଚାର୍ଜ ହେବା ପରେ ଜେଏମ୍‌ଏଫ୍‌ସିରେ ହାଜର ହୋଇଥିଲେ। ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିଲା।

ପୋଲିସ ବିରୋଧରେ କୁନ୍ଦୁଲି ପୀଡ଼ିତାଙ୍କ ସଙ୍ଗୀନ ଅଭିଯୋଗକୁ ଖଣ୍ଡନ କରିଛନ୍ତି କୋରାପୁଟ ଏସ୍‌ପି କନ୍ଓ୍ୱର ବିଶାଲ ସିଂହ। ସେ କହିଛନ୍ତି-“ପୀଡ଼ିତାଙ୍କୁ ପ୍ରଥମ ଦିନରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ମେଡ଼ିକାଲରେ ସ୍ୱତନ୍ତ୍ର ୭ ଜଣିଆ ଟିମ୍‌ ତାଙ୍କ ଚିକିତ୍ସା କରୁଥିଲେ। ପୀଡ଼ିତା ଯେପରି ଚାପରେ ନରହିବ, ସେଥିପ୍ରତି ଦୃଷ୍ଟିଦେଇ ସ୍ୱତନ୍ତ୍ର କାଉନ୍‌ସିଲର ଦିଆଯାଉଛି। CWC ଟିମ୍‌ ଘଟଣାର ତଦାରଖ କରୁଛନ୍ତି। ସୁରକ୍ଷା ଭିତରେ ପୋଲିସ ଚାପ ପକାଇ ନାହିଁ। ପୀଡ଼ିତାଙ୍କ ଅଭିଯୋଗ ଭିତ୍ତିହୀନ।”

ଗତ ୧୫ ତାରିଖରେ  ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲା ବେଳେ ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story