ବିଷ ପିଇଲେ ନବୀନ! ମେଡ଼ିକାଲରେ ଭର୍ତ୍ତି

ସମ୍ୱଲପୁର/ବରଗଡ଼(ଓଡ଼ିଶା ରିପୋର୍ଟର): ଚାଷରେ ଚକଡ଼ା ପୋକ ଲାଗିଥିବାରୁ ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଫସଲରେ ନିଆଁ ଲଗାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ବିବାଦ ଥମି ନଥିବା ବେଳେ ଆଜି ଆଉଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେ ହେଉଛନ୍ତି ଖଇରପାଲି ଗାଁର ପି.ନବୀନ କୁମାର। ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ରହିଛି। ଚଳିତବର୍ଷ ନବୀନ ୧୦ରୁ ୧୫ ଏକର ଜମିରେ […]

farmer-attampt-to-sucid-in-baragardh

farmer-attampt-to-sucid-in-baragardh

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 06:59 PM IST

Sports

Latest News

ସମ୍ୱଲପୁର/ବରଗଡ଼(ଓଡ଼ିଶା ରିପୋର୍ଟର): ଚାଷରେ ଚକଡ଼ା ପୋକ ଲାଗିଥିବାରୁ ବରଗଡ଼ ଜିଲ୍ଲା କଳାପାଣି ଗାଁର ଚାଷୀ ବୃନ୍ଦା ସାହୁ ଫସଲରେ ନିଆଁ ଲଗାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଏହି ବିବାଦ ଥମି ନଥିବା ବେଳେ ଆଜି ଆଉଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେ ହେଉଛନ୍ତି ଖଇରପାଲି ଗାଁର ପି.ନବୀନ କୁମାର। ତାଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଗୁରୁତର ରହିଛି।

ଚଳିତବର୍ଷ ନବୀନ ୧୦ରୁ ୧୫ ଏକର ଜମିରେ ଧାନ ଚାଷ କରିଥିଲେ। ଚାଷରେ ଚକଡ଼ା ପୋକ ଲାଗିଥିଲା। ପୋକ ମାରିବା ପାଇଁ ନବୀନ ଔଷଧ ମଧ୍ୟ ସିଞ୍ଚନ କରିଥିଲେ। ମାତ୍ର କିଛି ଲାଭ ମିଳିଲା ନାହିଁ। ଚକଡ଼ା ପୋକ ଗୋଟିଏ ବିଲ୍‌ରୁ ଅନ୍ୟ ବିଲକୁ ବ୍ୟାପୀଲା। ଫଳରେ ଧାନ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେଲା। ଏନେଇ ନବୀନ କୃଷି ବିଭାଗ ପାଖରେ ଅଭିଯୋଗ କରିଥିଲେ। ମାତ୍ର କୃଷି ଅଧିକମାନେ ଏଥିପ୍ରତି ତିଳେ ମାତ୍ର ନଜର ଦେଲେ ନାହିଁ। ଏଥିପାଇଁ ସେ ମାନସିକ ଚିନ୍ତାରେ ଥିଲେ।

ଆଜି ସକାଳେ ନବୀନ କ୍ଷେତ ଦେଖିବାକୁ ଯାଇଥିଲା। କ୍ଷେତର ଅବସ୍ଥା ଦେଖି ଘରଠାରୁ ଅଳ୍ପ ଦୂରରେ କୀଟନାଶକ ପିଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ି ଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story