ସୁଝି ପାରିଲେନି ୩୦ ହଜାର ଟଙ୍କା: କୀଟନାଶକ ଖାଇ ଜୀବନ ହାରିଲେ ଚାଷୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ବର୍ଷା ଅଭାବରୁ ଉଜୁଡା ଫସଲ ଦେଖି ଋଣ ସୁଝିବା ଚିନ୍ତାରେ ନୂଆପଡ଼ା ଜିଲ୍ଲା ଲର୍କା ଗାଁର ଚାଷୀ ଯଦୁମଣି ବାଗ କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି। ବୋଡେନ ବ୍ଲକ ଲର୍କା ଗାଁର ଚାଷୀ ଯଦୁମଣି ବାଗ ୩୦ ହଜାର ଟଙ୍କା ଉଧାର କରି ୬ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ସ୍ୱଳ୍ପ ବର୍ଷା ଯୋଗୁଁ ଫସଲ ଉଜୁଡି ଗଲା। ଶେଷରେ […]

Farmer sucid in Nuapada

Farmer sucid in Nuapada

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:21 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି। ବର୍ଷା ଅଭାବରୁ ଉଜୁଡା ଫସଲ ଦେଖି ଋଣ ସୁଝିବା ଚିନ୍ତାରେ ନୂଆପଡ଼ା ଜିଲ୍ଲା ଲର୍କା ଗାଁର ଚାଷୀ ଯଦୁମଣି ବାଗ କୀଟନାଶକ ପିଇ ଜୀବନ ହାରିଥିବା ଅଭିଯୋଗ ହୋଇଛି।

ବୋଡେନ ବ୍ଲକ ଲର୍କା ଗାଁର ଚାଷୀ ଯଦୁମଣି ବାଗ ୩୦ ହଜାର ଟଙ୍କା ଉଧାର କରି ୬ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ସ୍ୱଳ୍ପ ବର୍ଷା ଯୋଗୁଁ ଫସଲ ଉଜୁଡି ଗଲା। ଶେଷରେ ଉଜୁଡ଼ା ଫସଲ ଦେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଚାଷୀ। ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଦାବିରେ ଜିଲ୍ଲା କୃଷକ ସଂଗଠନ ଓ ରାଜନୈତିକ ଦଳ ଆଜି ଖଡିଆଳଠାରେ ଏନଏଚ୍ ୩୫୩ ଅବରୋଧ କରିଥିଲା।

ନୂଆପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସଞ୍ଜୟ ତିୱାରୀ କହିଛନ୍ତି-“ଯଦୁମଣୀ ୩୦ ହଜାର ଟଙ୍କା ଧାର ଆଣି ଚାଷ କରିଥିଲେ। ଚାଷ ଉଜୁଡ଼ିଯିବାରୁ ସେ ଆତ୍ମହତ୍ୟା କଲେ। କ୍ଷତିପୂରଣ ବାବଦକୁ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଉ। ତାହା ନହେଲେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା କରୁଥିବେ।”

ଖଡ଼ିଆଳ ଆସିଷ୍ଟାଣ୍ଟ ତହସିଲଦାର ସଦାଶିବ ନାୟକ କହିଛନ୍ତି-“ମୃତ ଚାଷୀଙ୍କୁ ରେଡ୍‌କ୍ରସ୍‌ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story