ଫସଲହାନି ଚିନ୍ତାରେ ଗଜପତିରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ଗଜପତି: ରାଜ୍ୟରେ ପୁଣି ଜଣେ ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ନାମନଗଡ଼ ଗାଁର ଚକ୍ରଧର ପାଇକ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଘରେ କେହି ନ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଗଜପତି ଜିଲ୍ଲାରେ ଚଳିତ ବର୍ଷ […]

farmer

farmer

Rakesh Mallick
  • Published: Sunday, 06 December 2015
  • Updated: 06 December 2015, 07:38 AM IST

Sports

Latest News

ଗଜପତି: ରାଜ୍ୟରେ ପୁଣି ଜଣେ ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣଙ୍କ ହେଉଛନ୍ତି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ଅନ୍ତର୍ଗତ ନାମନଗଡ଼ ଗାଁର ଚକ୍ରଧର ପାଇକ। ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଘରେ କେହି ନ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପୋଲିସ୍ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଗଜପତି ଜିଲ୍ଲାରେ ଚଳିତ ବର୍ଷ ଏହା ପ୍ରଥମ ଚାଷୀ ଆତ୍ମହତ୍ୟା ବୋଲି କୁହାଯାଉଛି।

ଚକ୍ରଧରଙ୍କ ବାପା ନିରଞ୍ଜନ ପାଇକ ଅଭିଯୋଗ କରିଛନ୍ତି ଯେ ସେ ଫସଲହାନି ଓ ଋଣବୋଝ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ସେ ୪ ଏକର ଜମିରେ ଚାଷ କରିଥିଲେ। ଏହି ଜମିରେ ଚାଷ କରିବା ପାଇଁ ସେ ଗତବର୍ଷ ୫୦ ହଜାର ଟଙ୍କା ହାତଉଧାର କରିଥିଲେ। ତେବେ ଗତବର୍ଷ ହୁଡୁଡୁଡୁ ଯୋଗୁଁ ଫସଲ ନଷ୍ଟ ହୋଇଯାଇଥିଲା। ସେହିପରି ଚଳିତ ବର୍ଷ ମଧ୍ୟ ଚାଷ ପାଇଁ ସେ ଆହୁରି ୫୦ ହଜାର ଟଙ୍କା ଋଣ କରିଥିଲେ। ତେବେ ମରୁଡ଼ି ଯୋଗୁଁ ଏଥର ବି ଫସଲ ନଷ୍ଟ ହୋଇଥିଲା। ମୁଣ୍ଡ ଉପରେ ଲକ୍ଷେ ଟଙ୍କାର ଋଣ ସାଙ୍ଗକୁ ଫସଲହାନି ଯୋଗୁଁ ସେ ଖୁବ୍ ଚିନ୍ତିତ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି।

ଗତକାଲି ସମ୍ୱଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍ ସିଂଘିକଟା ଅଞ୍ଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତ ଚାଷୀ ଜଣଙ୍କ ହେଲେ ଦୟାନିଧି ରୋହୀଦାସ। ଦୟାନିଧି ଶୁକ୍ରବାର ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ଦୟାନିଧି ଚାଷ ଲାଗି ଋଣ କରିବା ସହ ହାତଉଧାରି କରିଥିଲେ। ହେଲେ ମରୁଡି ଯୋଗୁଁ ଫସଲ ଉଜୁଡି ଯାଇଥିଲା। ଏହାକୁ ନେଇ ସେ କିଛିଦିନ ହେବ ଚିନ୍ତିତ ଥିଲେ। ଋଣ ଶୁଝିବା ଚିନ୍ତାରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story