ବାପା ନକ୍ସଲ, ପୁଅ ପୋଲିସ୍‌

ମାଲକାନଗିରି: ବାପା ଲାଲବାହିନୀରେ କାର୍ଯ୍ୟ କରୁଥିବା ବେଳେ ପୁଅ ସରକାରୀ କର୍ମଚାରୀ ପୋଲିସ୍‌। ମାଲାକାନଗିରି ବିଚ୍ଛିନ୍ନାଞ୍ଚଳରେ ଗୁଳିବିନିମୟରେ ମୃତ ସୀମାଞ୍ଚଲମ ଓରଫ୍ ହରି ବିଜୟନଗରମ୍‌ ଏରିଆ କମିଟିର ମୁଖ୍ୟ ହୋଇଥିବା ବେଳେ ପୁଅ ୱାଇ.ଆପ୍ପା ରାଓ ଏବେ ଆନ୍ଧ୍ରପ୍ରଦେଶର ବବଲି ଥାନାର ହେଡ୍‌ କନଷ୍ଟେବଲ ଭାବେ କାର୍ଯ୍ୟ କରନ୍ତି। ବାପାଙ୍କ ମୃତଦେହ ନେବାକୁ ମାଲକାନଗିରି ଆସିଥିବା ବେଳେ ତାଙ୍କର ପରିଚୟ ପଦାକୁ ଆସିଛି। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଣ୍ଟରରେ ହରିର ମୃତ୍ୟୁ ଘଟିଥିଲା। […]

mao

mao

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 02:34 PM IST

ମାଲକାନଗିରି: ବାପା ଲାଲବାହିନୀରେ କାର୍ଯ୍ୟ କରୁଥିବା ବେଳେ ପୁଅ ସରକାରୀ କର୍ମଚାରୀ ପୋଲିସ୍‌। ମାଲାକାନଗିରି ବିଚ୍ଛିନ୍ନାଞ୍ଚଳରେ ଗୁଳିବିନିମୟରେ ମୃତ ସୀମାଞ୍ଚଲମ ଓରଫ୍ ହରି ବିଜୟନଗରମ୍‌ ଏରିଆ କମିଟିର ମୁଖ୍ୟ ହୋଇଥିବା ବେଳେ ପୁଅ ୱାଇ.ଆପ୍ପା ରାଓ ଏବେ ଆନ୍ଧ୍ରପ୍ରଦେଶର ବବଲି ଥାନାର ହେଡ୍‌ କନଷ୍ଟେବଲ ଭାବେ କାର୍ଯ୍ୟ କରନ୍ତି। ବାପାଙ୍କ ମୃତଦେହ ନେବାକୁ ମାଲକାନଗିରି ଆସିଥିବା ବେଳେ ତାଙ୍କର ପରିଚୟ ପଦାକୁ ଆସିଛି। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଣ୍ଟରରେ ହରିର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ,ବାପା ହରିଙ୍କ ପରି ଆପ୍ପା ରାଓବି ଦିନେ ଲାଲବାହିନୀରେ ସାମିଲ ଥିଲେ। ସରକାରଙ୍କ ଆତ୍ମସମର୍ପଣ ଯୋଜନାରେ ସେ ମୁଖ୍ୟତ୍ସୋତକୁ ଫେରି ଆସିଥିଲେ। ସେ ପ୍ରଥମେ ହୋମଗାର୍ଡ ଭାବେ ଚାକିରି ପାଇଥିଲେ। ଏବେ ସେ ଆନ୍ଧ୍ରପ୍ରଦେଶର ବବ୍‌ଲି ଥାନାର ହେଡ୍‌ କନେଷ୍ଟବଲ ଭାବେ କାର୍ଯ୍ୟ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story