ଆଠଗଡ଼ ଚାଇଁପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ: ୮୦ ଘର ପାଉଁଶ, ୨ ମୃତ  

ଆଠଗଡ: କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଚାଇଁପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୮୦ରୁ ଅଧିକ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ଣରେ ହଠାତ୍‌ ଗାଁରେ ନିଆଁ ଲାଗିଯାଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପି ୮୦ରୁ ଅଧିକ ବଖରା ଘର ପୋଡି ଯାଇଥିଲା। ଖବର ପାଇ ଦମକଳ ବାହୀନି ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

fire-in-athagard

fire-in-athagard

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 02:41 PM IST

Sports

Latest News

fire-in-athagard-2ଆଠଗଡ: କଟକ ଜିଲ୍ଲା ଆଠଗଡ଼ ସବ୍‌ଡିଭିଜନ୍‌ ଅନ୍ତର୍ଗତ ଚାଇଁପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡରେ ୮୦ରୁ ଅଧିକ ବଖରା ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ୨ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ଅପରାହ୍ଣରେ ହଠାତ୍‌ ଗାଁରେ ନିଆଁ ଲାଗିଯାଇଥିଲା। ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପି ୮୦ରୁ ଅଧିକ ବଖରା ଘର ପୋଡି ଯାଇଥିଲା। ଖବର ପାଇ ଦମକଳ ବାହୀନି ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story