ଜାପାନିଜ୍ ଏନ୍‌ସେଫାଲାଇଟିସ୍‌: ପୁରୀରେ ଜଣେ ମୃତ, ବାଲେଶ୍ୱରରେ ଜଣେ ଆକ୍ରାନ୍ତ

ପୁରୀ/ବାଲେଶ୍ୱର: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ମାଲକାନଗିରିରୁ ପୁରୀ ଓ ବାଲେଶ୍ୱର ଜିଲ୍ଲାକୁ ଡେଇଁଛି। ପୁରୀ ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ଜଣେ ଆକ୍ରାନ୍ତ ହୋଇ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ବେଙ୍ଗମା ଗାଁରେ ଏହି ରୋଗରେ ଆକ୍ରାନ୍ତ ଜଣେ ୧୧ ବର୍ଷୀୟ ବାଳକର ଆଜି ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ କିରଣ ବାରିକ। ମୃତ ବାଳକର ବାପା କୃଷ୍ଣଚନ୍ଦ୍ର ମାଝି କହିଛନ୍ତି,“ଆଇସିୟୁରେ ଦୁଇମାସ […]

japaneseencephalitis

japaneseencephalitis

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 09:11 PM IST

Sports

Latest News

ପୁରୀ/ବାଲେଶ୍ୱର: ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ ମାଲକାନଗିରିରୁ ପୁରୀ ଓ ବାଲେଶ୍ୱର ଜିଲ୍ଲାକୁ ଡେଇଁଛି। ପୁରୀ ଜିଲ୍ଲାରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱରରେ ଜଣେ ଆକ୍ରାନ୍ତ ହୋଇ କଟକ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି।

ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍ ଅନ୍ତର୍ଗତ ବେଙ୍ଗମା ଗାଁରେ ଏହି ରୋଗରେ ଆକ୍ରାନ୍ତ ଜଣେ ୧୧ ବର୍ଷୀୟ ବାଳକର ଆଜି ମୃତ୍ୟୁ ଘଟିଛି। ମୃତ ବାଳକ ଜଣଙ୍କ ହେଲେ କିରଣ ବାରିକ।

ମୃତ ବାଳକର ବାପା କୃଷ୍ଣଚନ୍ଦ୍ର ମାଝି କହିଛନ୍ତି,“ଆଇସିୟୁରେ ଦୁଇମାସ ୧୦ ଦିନ ରଖିଥିଲି। ସାଢେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କଲି, ହେଲେ ଡାକ୍ତର ମୋତେ ନିରାଶ କଲେ। ପୁଅକୁ ଘରକୁ ନେଇ ଆସିଲି, ସେ ଆଜି ଚାଲିଗଲା।”

ପୁରୀ ସିଡିଏମ୍‌ଓ କହିଛନ୍ତି,“ଗତ ମେ’ ମାସରେ ମୃତ ବାଳକଙ୍କ ସମେତ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏକ ଡାକ୍ତରୀ ଟିମ୍ ଦ୍ୱାରା ଚିହ୍ନଟ ପରେ କଟକ ଏସ୍‌ସିବି ମେଡିକାଲ୍‌କୁ ଚିକିତ୍ସା ପାଇଁ ଯାଇଥିଲେ।”

ଚିକିତ୍ସା ପରେ ଅନ୍ୟ ଚାରି ଆକ୍ରାନ୍ତଙ୍କ ଅବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। ଆଜି ଏକ ଡାକ୍ତରୀ ଟିମ୍‌ ବେଙ୍ଗମା ଗାଁକୁ ଯାଇ ରକ୍ତ ନମୂନା ସଂଗ୍ରହ କରିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଜଣେ ବାଳକକୁ କଟକ ଏସ୍‌ସିବିର ଶିଶୁରୋଗ ବିଭାଗରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ସୁଶାନ୍ତ କୁଅଁର (୧୪)। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୂବନାନନ୍ଦ ମହାରଣା କହିଛନ୍ତି।

ସୂଚନାଯୋଗ୍ୟ, ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ମାଲକାନଗିରିରେ ଗତ ୨୮ ଦିନରେ ୩୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story