ଆନନ୍ଦପୁରରେ ବୈତରଣୀ କମୁଛି, ଆଖୁଆପଦାରେ ବଢୁଛି

ଭୁବନେଶ୍ୱର: ରାଜ୍ୟର ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର କମିଥିବା ବେଳେ ଆଖୁଆପଦାରେ ବଢ଼ୁଛି। ଆଜି ସକାଳେ ଭଦ୍ରକ ଜିଲ୍ଲା ସଲାମପୁର ଗାଁର ତଳି ଅଞ୍ଚଳରେ ପାଣି ପଶିଥିଲା। ସେହିପରି ଧାମନଗର ବ୍ଲକ୍‌ ୧୪ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ରହିଛି।  ଏଥିପାଇଁ ସେଠାରେ ଗୋଟିଏ ଓଡ୍ରାଫ ଟିମ୍‌ […]

balasora

balasora

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 12:44 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟର ବୈତରଣୀ ଓ ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଫଳରେ ତଳିଆ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ବନ୍ୟା ସ୍ଥିତି ନେଇ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ କହିଛନ୍ତି,“ଆନନ୍ଦପୁରଠାରେ ବୈତରଣୀ ନଦୀର ଜଳସ୍ତର କମିଥିବା ବେଳେ ଆଖୁଆପଦାରେ ବଢ଼ୁଛି। ଆଜି ସକାଳେ ଭଦ୍ରକ ଜିଲ୍ଲା ସଲାମପୁର ଗାଁର ତଳି ଅଞ୍ଚଳରେ ପାଣି ପଶିଥିଲା। ସେହିପରି ଧାମନଗର ବ୍ଲକ୍‌ ୧୪ଟି ପଞ୍ଚାୟତରେ ବନ୍ୟା ଆଶଙ୍କା ରହିଛି।  ଏଥିପାଇଁ ସେଠାରେ ଗୋଟିଏ ଓଡ୍ରାଫ ଟିମ୍‌ ପଠାଯାଇଛି। ଏହାସହିତ ଜିଲ୍ଲାପାଳ ସେଠାରେ ପହଞ୍ଚି ସ୍ଥିତି ପରଖୁଛନ୍ତି।”

ସେ କହିଛନ୍ତି,“ବାଲେଶ୍ୱର ଜିଲ୍ଲାର ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ନଦୀ ଜଳସ୍ତର ବିପଦ ସଂକେତ ଉପରେ ରହିଛି। ଝାଡ଼ଖଣ୍ଡରେ ଥିବା ଡ୍ୟାମରେ ପାଣି ଛଡ଼ାଯିବା କାରଣରୁ ରାଜଘାଟଠାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ରହିଛି। ଆଗାମୀ ୨ରୁ ୩ ଘଣ୍ଟା ମଧ୍ୟରେ ଜଳ ସ୍ତର ବୃଦ୍ଧି ପାଇବ। ବାଲିଆପାଳ ଏବଂ ତଳିଆ ଅଞ୍ଚଳରେ ଥିବା ଗାଁ ଗୁଡ଼ିକୁ ଚିହ୍ନଟ କରାଯାଇଛି। ସେହି ଗାଁ ଗୁଡ଼ିକରେ ସତର୍କ ସୂଚନା ଦିଆଯାଇଛି। ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା, ବ୍ଲକ୍ କର୍ମକର୍ତ୍ତା ଓ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆବଶ୍ୟକ ପଡ଼ିଲେ ସେହି ଅଞ୍ଚଳରୁ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ନିଆଯିବ। ଉଦ୍ଧାର ପାଇଁ ଅଗ୍ନିଶମ କର୍ମଚାରୀ ଓ ଡଙ୍ଗା ମହଜୁଦ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story