କେଶ ଶୀଘ୍ର ଧଳା ହୋଇଯିବ ବୋଲି ଡରୁଛନ୍ତି କି? ଆପଣାନ୍ତୁ ଏହି ଚାରୋଟି ଉପାୟ

ଆଜିକାଲି ଅଧିକାଂଶ ଲୋକଙ୍କର କେଶ ଶୀଘ୍ର ପାଚି ଯାଉଛି। ଯୁବାବସ୍ଥାରେ ଅନେକଙ୍କ କେଶ ଧଳା ହୋଇଯାଉଛି। ତେଣୁ ସାଲୁନ୍ ଯାଇ କେଶକୁ କଳା କରିବାକୁ ପଡ଼ୁଛି। ଏସବୁ ଦେଖି ଆପଣ ବ୍ୟସ୍ତ ହୋଇପଡ଼ୁଛନ୍ତି କି? ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ କିଛି ଉପାୟ ଯାହା ଦ୍ୱାରା ସମୟ ପୂର୍ବରୁ ଧଳା ହେବନି ଆପଣଙ୍କ କେଶ। ୧. ମେହେନ୍ଦୀ ଓ ମେଥିକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏଥିରେ କିଛି ମାତ୍ରାରେ ବଟର […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 10:15 AM IST

Sports

Latest News

ଆଜିକାଲି ଅଧିକାଂଶ ଲୋକଙ୍କର କେଶ ଶୀଘ୍ର ପାଚି ଯାଉଛି। ଯୁବାବସ୍ଥାରେ ଅନେକଙ୍କ କେଶ ଧଳା ହୋଇଯାଉଛି। ତେଣୁ ସାଲୁନ୍ ଯାଇ କେଶକୁ କଳା କରିବାକୁ ପଡ଼ୁଛି। ଏସବୁ ଦେଖି ଆପଣ ବ୍ୟସ୍ତ ହୋଇପଡ଼ୁଛନ୍ତି କି? ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ବତାଇବୁ କିଛି ଉପାୟ ଯାହା ଦ୍ୱାରା ସମୟ ପୂର୍ବରୁ ଧଳା ହେବନି ଆପଣଙ୍କ କେଶ।

୧. ମେହେନ୍ଦୀ ଓ ମେଥିକୁ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏଥିରେ କିଛି ମାତ୍ରାରେ ବଟର ମିଲ୍କ ଓ ନଡ଼ିଆ ତେଲ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ କେଶରେ ମସାଜ କରନ୍ତୁ। ଏହା କେଶକୁ ଶୀଘ୍ର ପାଚିବାକୁ ଦେବ ନାହିଁ।

methods-of-using-coconut-oil୨. ଭୃସଙ୍ଗା ପତ୍ର ମଧ୍ୟ କେଶକୁ ଶୀଘ୍ର ପାଚିବାରୁ ରକ୍ଷା କରିଥାଏ। ତେଣୁ ଖାଇବାରେ ଏହି ପତ୍ରକୁ ବ୍ୟବହାର କରନ୍ତୁ।

୩. ଆପଣ ପିଆଜକୁ ମଧ୍ୟ ବ୍ୟବହାର କରିପାରିବେ। ପିଆଜକୁ ପ୍ରଥମେ ଗ୍ରାଇଣ୍ଡରରେ ଭଲ ଭାବେ ବାଟି ଦିଅନ୍ତୁ। ଏବେ ଏହାକୁ ଏକ କପଡ଼ାରେ ରଖି ଭଲ ଭାବେ ଚିପୁଡ଼ି ଦିଅନ୍ତୁ। ଉକ୍ତ ରସକୁ କେଶରେ ମସାଜ କରନ୍ତୁ। ସପ୍ତାହରେ ଦୁଇ ଥର ଏପରି କରନ୍ତୁ। କେଶ ଶୀଘ୍ର ଧଳା ହେବ ନାହିଁ।

hqdefault୪. ନଡ଼ିଆ ତେଲ ଓ ବାଦାମ ତେଲକୁ ମିଶାଇ ଲଗାଇଲେ ବହୁତ ଫାଇଦା ମିଳେ। ଏହା ମାଧ୍ୟମରେ କେଶକୁ ଧଳା ହେବାରୁ ରୋକା ଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story