ଜନ୍ମମାଟିରେ ଜଳିଲା ରବି ରାୟଙ୍କ ଚିତା

ଭୁବନେଶ୍ୱର: ପଞ୍ଚ ଭୂତରେ ଲିନ ହେଲା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ମାଟି ଭଅଁରାଗଡ଼ରେ ଜଳିଲା ଜୁଇ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିଥିଲେ। ଗତକାଲି କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ପରେ ଭୁବନେଶ୍ୱର ଲୋହିଆ ଏକାଡେମୀରେ ରହିଥିଲା ରବି […]

rabi ray-puri

rabi ray-puri

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 09:18 PM IST

Sports

Latest News

ଭୁବନେଶ୍ୱର: ପଞ୍ଚ ଭୂତରେ ଲିନ ହେଲା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟଙ୍କ ମରଶରୀର। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜନ୍ମ ମାଟି ଭଅଁରାଗଡ଼ରେ ଜଳିଲା ଜୁଇ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଜେଡିୟୁର ବରିଷ୍ଠ ନେତା ଶରଦ ଯାଦବ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ରହିଥିଲେ।

ଗତକାଲି କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ପରେ ଭୁବନେଶ୍ୱର ଲୋହିଆ ଏକାଡେମୀରେ ରହିଥିଲା ରବି ରାୟଙ୍କ ମରଶରୀର। ଲୋକସଭାର ସର୍ବୋଚ୍ଚ ଆସନ ଅଳଙ୍କୃତ କରି ସଂସଦୀୟ ଗଣତନ୍ତ୍ରର ଗୌରବମୟ ଝଣ୍ଡାକୁ ଉଚା ରଖିବା ଲାଗି ଏକାଧିକ ନଜରି କରିଥିବା ଏଇ ସଫଳ ରାଜନୈତିଜ୍ଞଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ରାଜ୍ୟପାଳ ଏସ୍‌.ସି. ଜମୀର ଓ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଧାୟକ।

ପରେ ତାଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ଜନ୍ମ ମାଟି ପୁରୀ ଜିଲ୍ଲା ଭଅଁରାଗଡ଼କୁ ନିଆଯାଇଥିଲା। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱ ଜନ ସମୁଦ୍ରରେ ପରିଣତ ହୋଇଯାଇ ଥିଲା। ରବି ରାୟ ଅମର ରହେ ଧ୍ୱନୀରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠୁଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକେ ଶ୍ରଦ୍ଧାଞ୍ଜଳି ଜଣାଉଥିଲେ।

ଅପରାହ୍ନ ୩ଟାରେ ଭଅଁରାଗଡ଼ରେ ପହଞ୍ଚିଥିଲା ରବି ରାୟଙ୍କ ମରଶରୀର। ଗାଁରେ ମରଶରୀର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story