ମାମୁ ଘରକୁ ଯାଇ ୩ ଭଉଣୀ ନିଖୋଜ

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ମାମୁ ଘରକୁ ବୁଲିବା ପାଇଁ ଯାଇଥିଲେ ୩ ଭଉଣୀ। ହେଲେ ସେମାନଙ୍କର ପତ୍ତା ମିଳୁନି। ଏପରିକି ସେମାନଙ୍କ ସହିତ ମାମୁ ଝିଅ ମଧ୍ୟ ଫେରାର ହୋଇଯାଇଛନ୍ତି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତିର୍ତ୍ତୋଲ ଥାନା କୁଳସାହିର ୩ ଭଉଣୀ ଆଜି ସଦର ଥାନା ତଅଁଳା ଗାଁର ମାମୁ ଘରକୁ ବୁଲିବା […]

jagatsinghpur

jagatsinghpur

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 11:36 PM IST

Sports

Latest News

ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ମାମୁ ଘରକୁ ବୁଲିବା ପାଇଁ ଯାଇଥିଲେ ୩ ଭଉଣୀ। ହେଲେ ସେମାନଙ୍କର ପତ୍ତା ମିଳୁନି। ଏପରିକି ସେମାନଙ୍କ ସହିତ ମାମୁ ଝିଅ ମଧ୍ୟ ଫେରାର ହୋଇଯାଇଛନ୍ତି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ତିର୍ତ୍ତୋଲ ଥାନା କୁଳସାହିର ୩ ଭଉଣୀ ଆଜି ସଦର ଥାନା ତଅଁଳା ଗାଁର ମାମୁ ଘରକୁ ବୁଲିବା ପାଇଁ ଯାଇଥିଲେ। ମାତ୍ର ସେମାନେ ମାମୁ ଘରେ ପହଞ୍ଚି ନାହାନ୍ତି। ଏପରିକି ସେମାନଙ୍କ ସହିତ ମାମୁ ଝିଅଙ୍କର ମଧ୍ୟ ଖୋଜଖବର ମିଳୁନି। ଏନେଇ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିଲେ। ପରେ କଟକରୁ ଏକ ପୋଲିସ୍‌ ଟିମ୍‌ ସଦର ଥାନା ଅଭିମୁଖେ ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story