ଶୀତ ଦିନରେ କମ୍ ପାଣି ପିଉଛନ୍ତି କି? ସାବଧାନ! ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍

ବର୍ତ୍ତମାନ ସାରା ଦେଶ ଶୀତରେ ଥରୁଛି। ଦେଶର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ରହୁଛି। ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଅତ୍ୟଧିକ ଥଣ୍ଡା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ହେଲେ ଏପରି ହେବାର କାରଣ ଆପଣ ଜାଣନ୍ତି କି? ଏକ ସର୍ଭେରୁ ଜଣାପଡ଼ିଛି ବର୍ତ୍ତମାନ ଅନେକ ଲୋକ ବ୍ରେନ୍ ଷ୍ଟ୍ରୋକର ଶିକାର ହେଉଛନ୍ତି। ଦିଲ୍ଲୀର ଜଣେ ନ୍ୟୁରୋ ସର୍ଜନ୍ ବା ବ୍ରେନ୍ ଷ୍ଟ୍ରୋକ୍ ବିଶେଷଜ୍ଞ ଡାକ୍ତର ‘ରାହୁଲ ଗୁପ୍ତା’ଙ୍କ […]

water-image final

water-image final

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 06:45 PM IST

Sports

Latest News

ବର୍ତ୍ତମାନ ସାରା ଦେଶ ଶୀତରେ ଥରୁଛି। ଦେଶର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୩ ରୁ ୪ ଡିଗ୍ରୀ ରହୁଛି। ଲୋକେ ଅନେକ ସମସ୍ୟା ଭୋଗୁଛନ୍ତି। ଅତ୍ୟଧିକ ଥଣ୍ଡା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ହେଲେ ଏପରି ହେବାର କାରଣ ଆପଣ ଜାଣନ୍ତି କି?

ଏକ ସର୍ଭେରୁ ଜଣାପଡ଼ିଛି ବର୍ତ୍ତମାନ ଅନେକ ଲୋକ ବ୍ରେନ୍ ଷ୍ଟ୍ରୋକର ଶିକାର ହେଉଛନ୍ତି। ଦିଲ୍ଲୀର ଜଣେ ନ୍ୟୁରୋ ସର୍ଜନ୍ ବା ବ୍ରେନ୍ ଷ୍ଟ୍ରୋକ୍ ବିଶେଷଜ୍ଞ ଡାକ୍ତର ‘ରାହୁଲ ଗୁପ୍ତା’ଙ୍କ ଅନୁୟାୟୀ ଥଣ୍ଡାରେ ଅଧିକାଂଶ ଲୋକଙ୍କ ମୃତ୍ୟୁ ହେବାର କାରଣ ହେଉଛି ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ୍ ଆଟାକ୍। ସେ କହିଛନ୍ତି, ‘ଅତ୍ୟଧିକ ଥଣ୍ଡା ଯୋଗୁଁ ଶରୀରରେ ରକ୍ତଚାପ ବଢ଼ିଥାଏ। ଫଳରେ ବ୍ରେନ୍ ଷ୍ଟ୍ରୋକ୍‌ ହୋଇଥାଏ। ଯାହାଦ୍ୱାରା ମସ୍ତିଷ୍କର ଧମନୀ ଫାଟିଯିବା ଓ ରକ୍ତ ଜମାଟ ବାନ୍ଧିବା ଭଳି ଭୟ ରହିଥାଏ। ଅତ୍ୟଧିକ ଥଣ୍ଡା ଯୋଗୁଁ ଲୋକେ ପାଣି ପିଇବା କମାଇ ଦିଅନ୍ତି। ଫଳରେ ଶରୀରରେ ରକ୍ତ ଗାଢ଼ ହୋଇଯାଇଥାଏ। ଆଉ ଏହା ହିଁ ହୋଇଥାଏ ଷ୍ଟ୍ରୋକ୍‌ର ମୁଖ୍ୟ କାରଣ।’

ଷ୍ଟ୍ରୋକ୍‌ରୁ ବଞ୍ଚିବାର ଉପାୟ

୧. ଥଣ୍ଡା ଦିନରେ ପାଣି ପିଇବା କମ୍‌ କରନ୍ତୁ ନାହିଁ।

୨. ଶୀତ ଦିନରେ ଥଣ୍ଡା ହେବା ଯେଗୁଁ ବ୍ରେନ୍ ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୩. ମଦ୍ୟପାନ ଓ ଧୁମପାନରୁ ଦୂରେଇ ରୁହନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story