ପ୍ରେମ ପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ହତ୍ୟା; ଅଭିଯୁକ୍ତ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମିନି ଦଳବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତା’ ନାଁ ସୁଧୀର ଗମାଙ୍ଗୋ (୩୨)। ରାଜନୀତି ପାଇଁ ନୁହେଁ, ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା ବୋଲି କହିଛନ୍ତି ଜଗପତି ଏସ୍‌ପି ସୁଶୀଲ ପାଣିଗ୍ରାହୀ। ମୋହନା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି,“ପ୍ରେମ ପ୍ରତାରଣାରୁ ମିନିକୁ ହତ୍ୟା କରିଥିବା ସ୍ୱୀକାର କରିଛି ମୁଖ୍ୟ ଅଭିଯୁକ୍ତ ସୁଧୀର ଗମାଙ୍ଗୋ […]

sudhir

sudhir

Rakesh Mallick
  • Published: Thursday, 19 January 2017
  • Updated: 19 January 2017, 01:27 PM IST

Sports

Latest News

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମିନି ଦଳବେହେରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତା’ ନାଁ ସୁଧୀର ଗମାଙ୍ଗୋ (୩୨)। ରାଜନୀତି ପାଇଁ ନୁହେଁ, ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଥିଲା ବୋଲି କହିଛନ୍ତି ଜଗପତି ଏସ୍‌ପି ସୁଶୀଲ ପାଣିଗ୍ରାହୀ।

ମୋହନା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି କହିଛନ୍ତି,“ପ୍ରେମ ପ୍ରତାରଣାରୁ ମିନିକୁ ହତ୍ୟା କରିଥିବା ସ୍ୱୀକାର କରିଛି ମୁଖ୍ୟ ଅଭିଯୁକ୍ତ ସୁଧୀର ଗମାଙ୍ଗୋ ସ୍ୱୀକାର କରିଛି।”

ସୁଧୀରର ଘର ଆର୍‌. ଉଦୟଗିରି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ। ଦୀର୍ଘ ଦିନ ଧରି ତା’ର ମିନିଙ୍କ ସହିତ ସଂପର୍କ ଥିଲା। ତେବେ ମିନି ତାଙ୍କୁ ବେଖାତିର କରି ଅନ୍ୟ ଜଣେ ଯୁବକଙ୍କ ସହ ସଂପର୍କ ଯୋଡ଼ିବାରୁ ସେ ତାଙ୍କୁ ହତ୍ୟା କରିଥିବା କହିଛି।

ପୋଲିସ୍ ମିନିଙ୍କ ସୁନାଗହଣା ଓ ମୋବାଇଲ୍ ଜବତ କରିଛି।

ଗତ ୧୬ ତାରିଖରେ ଶଗଡ଼ା ପାହାଡ଼ରୁ ମିନିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ୧୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ ଆଉ ଘରକୁ ଫେରି ନ ଥିଲେ। ଜଙ୍ଗଲରୁ ତାଙ୍କ ମୃତଦେହ ପୋଡ଼ି ଯାଇଥିବା ଅବସ୍ଥାରେ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story