୮ ବର୍ଷ ସନ୍ତୋଷଜନକ କାର୍ଯ୍ୟ କରିଥିଲେ ଗଣ ଶିକ୍ଷକ ନିୟମିତ ହେବେ

ଭୁବନେଶ୍ୱର: ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆଜି ରାଜ୍ୟ ସରକାର ମୋଡାଲିଟି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମୋଡାଲିଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ମୋଡାଲିଟି ଅନୁଯାୟୀ ୮ ବର୍ଷ ସନ୍ତୋଷଜନକ କାର୍ଯ୍ୟ କରିଥିଲେ ଗଣ ଶିକ୍ଷକମାନଙ୍କୁ ନିୟମିତ କରାଯିବ। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ ସନ୍ତୋଷଜନକ କାର୍ଯ୍ୟ କରିଥିଲେ ସେମାନଙ୍କୁ ନିୟମିତ କରାଯିବ। ଜିଲ୍ଲା ସ୍ତରୀୟ କମିଟି ଯାଞ୍ଚ କରିବା ପରେ ଗଣ ଶିକ୍ଷକଙ୍କୁ ନିୟମିତ କରିବା ନେଇ ନିଷ୍ପତ୍ତି […]

ganasikhyaka

ganasikhyaka

Rakesh Mallick
  • Published: Thursday, 22 December 2016
  • Updated: 22 December 2016, 06:44 PM IST

Sports

Latest News

ଭୁବନେଶ୍ୱର: ଗଣ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଆଜି ରାଜ୍ୟ ସରକାର ମୋଡାଲିଟି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମୋଡାଲିଟି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶ ପାଇଥିବା ମୋଡାଲିଟି ଅନୁଯାୟୀ ୮ ବର୍ଷ ସନ୍ତୋଷଜନକ କାର୍ଯ୍ୟ କରିଥିଲେ ଗଣ ଶିକ୍ଷକମାନଙ୍କୁ ନିୟମିତ କରାଯିବ। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସହ ସନ୍ତୋଷଜନକ କାର୍ଯ୍ୟ କରିଥିଲେ ସେମାନଙ୍କୁ ନିୟମିତ କରାଯିବ। ଜିଲ୍ଲା ସ୍ତରୀୟ କମିଟି ଯାଞ୍ଚ କରିବା ପରେ ଗଣ ଶିକ୍ଷକଙ୍କୁ ନିୟମିତ କରିବା ନେଇ ନିଷ୍ପତ୍ତି ନେବେ।

ମୋଡାଲିଟି ଅନୁଯାୟୀ ନିୟମିତ ଯୋଗ୍ୟ ଗଣ ଶିକ୍ଷକ ଲେଭେଲ୍-୫ ପ୍ରାଥମିକ ଶିକ୍ଷକ ଭାବେ ପରିଗଣିତ ହେବ। ସେମାନେ ଲେଭେଲ୍ ୫ ପ୍ରାଥମିକ ଶିକ୍ଷକଙ୍କ ପରିମିତ ଦରମା ପାଇବେ।

ସରକାରଙ୍କ ଏଭଳି ନିଷ୍ପତ୍ତି ଦ୍ୱାରା ରାଜ୍ୟର ୧୬,୮୬୮ ଜଣ ଗଣ ଶିକ୍ଷକ ଉପକୃତ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story