ତେଲ ଟ୍ୟାଙ୍କର ଭିତରେ କୋଟିଏ ଟଙ୍କାର ଗଞ୍ଜେଇ

ମାଲକାନଗିରି: ତେଲ ଟ୍ୟାଙ୍କର ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ।  ମାଲକାନଗିରି ଜିଲ୍ଲା ମାଥିଲିରେ ଏଭଳି ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ପୋଲିସ ଟ୍ୟାଙ୍କରକୁ ଜବତ କରିଛି। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଟ୍ୟାଙ୍କରରେ ପ୍ରାୟ ୧୦୦ ବସ୍ତାରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ମାଲକାନଗିରି ପୋଲିସ ସୂଚନା ଦେଇଛି। ଏତେ ପରିମାଣର ଗଞ୍ଜେଇ ମାଥିଲିରୁ […]

malkangiri

malkangiri

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 11:33 AM IST

Sports

Latest News

ମାଲକାନଗିରି: ତେଲ ଟ୍ୟାଙ୍କର ଭିତରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ।  ମାଲକାନଗିରି ଜିଲ୍ଲା ମାଥିଲିରେ ଏଭଳି ଅଭିନବ ଉପାୟରେ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ ପୋଲିସ ଟ୍ୟାଙ୍କରକୁ ଜବତ କରିଛି। ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି।

ଟ୍ୟାଙ୍କରରେ ପ୍ରାୟ ୧୦୦ ବସ୍ତାରୁ ଅଧିକ ଗଞ୍ଜେଇ ଚାଲାଣ କରାଯାଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ମାଲକାନଗିରି ପୋଲିସ ସୂଚନା ଦେଇଛି। ଏତେ ପରିମାଣର ଗଞ୍ଜେଇ ମାଥିଲିରୁ ଛତିଶଗଡ଼ ଚାଲାଣ କରାଯାଉଥିବା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story