ଡ୍ରିଲ୍ କଲା ବେଳେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ କମାଗଡ଼ ହାଇସ୍କୁଲ୍‌ରେ ଆଜି ଡ୍ରିଲ୍ କରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାଗର ନାହାକ। ସାଗର ଡ୍ରିଲ୍ କରୁଥିବା ବେଳେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ବାଲିସିରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ନ ଥିବାରୁ ଆସିକା ଡାକ୍ତରଖାନାକୁ ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ ଘଟଣାର ଅନୁଧ୍ୟାନ କରୁଛି।

studentdied

studentdied

Rakesh Mallick
  • Published: Saturday, 03 December 2016
  • Updated: 03 December 2016, 11:30 AM IST

Sports

Latest News

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଅନ୍ତର୍ଗତ କମାଗଡ଼ ହାଇସ୍କୁଲ୍‌ରେ ଆଜି ଡ୍ରିଲ୍ କରୁଥିବା ବେଳେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ଅକାଳ ମୃତ୍ୟୁ ଘଟିଛି। ତାଙ୍କ ନାଁ ସାଗର ନାହାକ।

ସାଗର ଡ୍ରିଲ୍ କରୁଥିବା ବେଳେ ଅଚେତ ହୋଇ ପଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ନିକଟସ୍ଥ ବାଲିସିରା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ନ ଥିବାରୁ ଆସିକା ଡାକ୍ତରଖାନାକୁ ନିଆଯାଉଥିଲା। ତେବେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ପୋଲିସ୍ ଘଟଣାର ଅନୁଧ୍ୟାନ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story