ଛତ୍ରପୁର କାଉନସିଲର ହତ୍ୟା ମାମଲା: କୃଷ୍ଣଚନ୍ଦ୍ର ଓ ଦୁର୍ଯ୍ୟୋଧନଙ୍କୁ ୭ଦିନିଆ ରିମାଣ୍ଡରେ ନେବ ପୋଲିସ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ୍। ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍‌ କୋର୍ଟ। ଏମାନଙ୍କୁ ଆସନ୍ତା ୩୧ତାରିଖରୁ ରିମାଣ୍ଡରେ ନେଇ ଆହୁରି ଅଧିକ ଗୁମର ଖୋଲିବ ପୋଲିସ୍। ଉଭୟଙ୍କୁ ଉତ୍ତରାଖଣ୍ଡରୁ  ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ପୋଲିସ୍‌। ଗତ ସେପ୍ଟେମ୍ବର ୧୬ତାରିଖରେ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ […]

nn

nn

Rakesh Mallick
  • Published: Sunday, 29 October 2017
  • Updated: 29 October 2017, 09:52 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁରର କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ୍। ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀଙ୍କୁ ୭ଦିନିଆ ରିମାଣ୍ଡରେ ନେବା ଲାଗି ପୋଲିସକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍‌ କୋର୍ଟ। ଏମାନଙ୍କୁ ଆସନ୍ତା ୩୧ତାରିଖରୁ ରିମାଣ୍ଡରେ ନେଇ ଆହୁରି ଅଧିକ ଗୁମର ଖୋଲିବ ପୋଲିସ୍। ଉଭୟଙ୍କୁ ଉତ୍ତରାଖଣ୍ଡରୁ  ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା ପୋଲିସ୍‌।

ଗତ ସେପ୍ଟେମ୍ବର ୧୬ତାରିଖରେ ଘର ସାମ୍ନାରେ ଲକ୍ଷ୍ମୀଦତ୍ତଙ୍କୁ ସଂଘବଦ୍ଧ ‌ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ସିସିଟିଭିରେ ପୂରା ଘଟଣା କଏଦ୍ ହୋଇଥିଲା । ଏହାପରେ ଜଣଙ୍କ ପରେ ଜଣେ ୧୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ୍। ଆଉ ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ବିଜେପି ନେତା କୃଷ୍ଣ ଏବଂ ଦୁର୍ଯ୍ୟୋଧନଙ୍କୁ ଧରିବା ପାଇଁ ଆରମ୍ଭ କରିଥିଲା ମିଶନ୍।  ଗଞ୍ଜାମ ପୋଲିସ ୩ଟି ଟିମ୍ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ଜାଲ୍ ବିଛାଇଥିଲା। ଶେଷରେ ଉତ୍ତରାଖଣ୍ଡରୁ ଏହି ୨ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୋଲିସ ରିମାଣ୍ଡରେ ନେଇ ଉଭୟ ଅଭିଯୁକ୍ତଙ୍କ ପଲିଟିକାଲ୍ ଲିଙ୍କ୍‌ରେ ଖୋଳତାଡ଼ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story