ଗଞ୍ଜାମ ଜିଲ୍ଲା ଆରଟିଓ ୱେବସାଇଟ୍ ହ୍ୟାକ୍, ୱେବସାଇଟରେ ପାକିସ୍ତାନ ପତାକା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ୱେବସାଇଟକୁ ହ୍ୟାକ୍ କରାଯାଇଛି। ଆରଟିଓ ଗଞ୍ଜାମ ଡଟ୍ କମ୍ ନାମରେ ଥିବା ଏହି ୱେବସାଇଟକୁ ଆବାସ ଆବ୍ରାହମ୍ ନାମକ ଜଣେ ବ୍ୟକ୍ତି ହ୍ୟାକ୍ କରିଥିବା ଜଣାପଡ଼ିଛି। ଆରଟିଓ ଗଞ୍ଜାମ ଡଟ୍ କମ୍ ଲିଙ୍କକୁ ଗଲେ ପାକ୍ ସାଇବରକ୍ରିଉ ନାମକ ଏକ ଅଜଣା ସଂଗଠନର ବ୍ୟାନର ପ୍ରଦର୍ଶିତ ହେଉଛି। ସେହିପରି ପାକିସ୍ତାନ ଜିନ୍ଦାବାଦ ବୋଲି ଲେଖାଯିବା ସହ ଅନେକ ଗୁଡ଼ିଏ ଆପତ୍ତିଜନକ ତଥ୍ୟ ଏହି ହ୍ୟାକ୍ ପେଜରେ ଦେଖିବାକୁ ମିଳୁଛି। ହ୍ୟାକ୍ ହୋଇଥିବା […]

hacked2

hacked2

Rakesh Mallick
  • Published: Sunday, 03 January 2016
  • Updated: 03 January 2016, 10:54 AM IST

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ୱେବସାଇଟକୁ ହ୍ୟାକ୍ କରାଯାଇଛି। ଆରଟିଓ ଗଞ୍ଜାମ ଡଟ୍ କମ୍ ନାମରେ ଥିବା ଏହି ୱେବସାଇଟକୁ ଆବାସ ଆବ୍ରାହମ୍ ନାମକ ଜଣେ ବ୍ୟକ୍ତି ହ୍ୟାକ୍ କରିଥିବା ଜଣାପଡ଼ିଛି। ଆରଟିଓ ଗଞ୍ଜାମ ଡଟ୍ କମ୍ ଲିଙ୍କକୁ ଗଲେ ପାକ୍ ସାଇବରକ୍ରିଉ ନାମକ ଏକ ଅଜଣା ସଂଗଠନର ବ୍ୟାନର ପ୍ରଦର୍ଶିତ ହେଉଛି। ସେହିପରି ପାକିସ୍ତାନ ଜିନ୍ଦାବାଦ ବୋଲି ଲେଖାଯିବା ସହ ଅନେକ ଗୁଡ଼ିଏ ଆପତ୍ତିଜନକ ତଥ୍ୟ ଏହି ହ୍ୟାକ୍ ପେଜରେ ଦେଖିବାକୁ ମିଳୁଛି। ହ୍ୟାକ୍ ହୋଇଥିବା ୱେବସାଇଟକୁ ଆରଟିଓ କର୍ତ୍ତୃପକ୍ଷ ଲକ୍ କରିଦେବା ସହ ଥାନାରେ ଏକ ଏତଲା ଦିଆଯାଇଥିବା କହିଛନ୍ତି। ଏ ନେଇ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ଅମିତାଭ ଠାକୁର ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ପ୍ରତ୍ୟକ୍ଷ ଭାବେ ଏ ଘଟଣାର ଅନୁଧ୍ୟାନ କରୁଛି। ହ୍ୟାକରର ଆଇପି ଆଡ୍ରେସ ଟ୍ରେସ୍ କରିବାକୁ ଚେଷ୍ଟା କରାଯାଉଛି। ଉକ୍ତ ୱେବସାଇଟି ସରକାରୀ ନ ଥିଲା। ଗଞ୍ଜାମ ଆରଟିଓ କର୍ତ୍ତୃପକ୍ଷ ନିଜସ୍ୱ ଉଦ୍ୟମରେ ତାହାକୁ ଆରମ୍ଭ କରିଥିଲେ। କେବଳ ସୂଚନା ପ୍ରଦାନ କରିବା ପାଇଁ ତାହାକୁ ବ୍ୟବହାର କରାଯାଇଥିଲା। ସେଥିରେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଥିଲା।

ଡିସେମ୍ବର ୨୯ ତାରିଖରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଏହି ୱେବସାଇଟକୁ ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି। ତେବେ ଘଟଣାଟି ଆଜି ସାମ୍ନାକୁ ଆସିଛି। ଆରଟିଓ ଅଫିସରୁ ମିଳିଥିବା ସୂଚନା ଅନୁଯାୟୀ ଏହି ୱେବସାଇଟକୁ ବେସରକାରୀ ଭାବେ ଖୋଲା ଯାଇଥିଲା। କେବଳ ସାଧାରଣ ଲୋକଙ୍କୁ ସୂଚନା ଦେବା ସକାଶେ ଏହାକୁ ଖୋଲା ଯାଇଥିଲା।

ଗଞ୍ଜାମ ଆରଟିଓ କହିଛନ୍ତି ଯେ ବିଭାଗୀୟ ଏନଆଇସି ୱେବସାଇଟ୍ ସୁରକ୍ଷିତ ରହିଛି। କେବଳ ସୂଚନା ପାଇଁ ଖୋଲାଯାଇଥିବା ୱେବସାଇଟ୍ ହ୍ୟାକ୍ ହୋଇଛି। ଏବେ ଏହାକୁ ବ୍ଲକ୍ କରି ଦିଆଯାଇଛି। ମାସେ ହେଲାଣି ସେଥିରେ କିଛି କାମ ହେଉ ନ ଥିଲା। ଏହା ସହିତ ଏକ ୱେବସାଇଟ୍ ହ୍ୟାକ୍ ହୋଇଗଲେ ଯାହା ସବୁ ପଦକ୍ଷେପ ନିଆଯିବା କଥା, ସେ ସବୁ ନିଆଯାଇଛି।

ପୁରୀ ଟ୍ରେନ୍ ପୋଡି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମଚନ୍ଦ୍ରନ ସୁବାସର ପାକିସ୍ତାନ ଆତଙ୍କୀଙ୍କ ସହିତ ଲିଙ୍କ୍ ଓ କଟକ ଜଗତପୁରରୁ ସନ୍ଦିଗ୍ଧ ଅଲ କଏଦା ଆତଙ୍କୀ ଅବଦୁର ରେହମାନର ଗିରଫଦାରୀ ପରେ ଗଞ୍ଜାମର ଏ ଘଟଣା ସରକାର ଓ ସୁରକ୍ଷା ଅଧିକାରୀଙ୍କୁ ଚିନ୍ତିତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story