ଗରମରୁ ଜୀବଜନ୍ତୁଙ୍କ ନିସ୍ତାର ପାଇଁ ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ରାଜଧାନୀ ସମେତ ରାଜ୍ୟସରା ଅଗ୍ନି ବର୍ଷିଲା ପରି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ସେଥିରୁ ଜୀବଜନ୍ତୁ ମଧ୍ୟ ବାଦ୍‌ ପଡି ନାହାନ୍ତି । ନନ୍ଦନକାନ୍ଦନ ପ୍ରାଣୀ ଉଦ୍ୟାନରେ ଗରମ ଦାଉରୁ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ନିଆଯାଉଛି ବ୍ୟାପକ ବ୍ୟବସ୍ଥା। ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ଖାଇବା ମେନୁରୁ ଆରମ୍ଭ କରି ଦୈନନ୍ଦିନ ଦୀନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ଏନକ୍ଲୋଜରରେ ୱାଟର ସ୍ପ୍ରିଙ୍କଲର […]

hati safariA

hati safariA

Rakesh Mallick
  • Published: Tuesday, 12 April 2016
  • Updated: 12 April 2016, 04:57 PM IST

Sports

Latest News

chitahଭୁବନେଶ୍ୱର: ରାଜଧାନୀ ସମେତ ରାଜ୍ୟସରା ଅଗ୍ନି ବର୍ଷିଲା ପରି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ରାଜ୍ୟବାସୀ। ସେଥିରୁ ଜୀବଜନ୍ତୁ ମଧ୍ୟ ବାଦ୍‌ ପଡି ନାହାନ୍ତି । ନନ୍ଦନକାନ୍ଦନ ପ୍ରାଣୀ ଉଦ୍ୟାନରେ ଗରମ ଦାଉରୁ ଜୀବଜନ୍ତୁଙ୍କୁ ରକ୍ଷା କରିବା ପାଇଁ ଚଳିତ ବର୍ଷ ନିଆଯାଉଛି ବ୍ୟାପକ ବ୍ୟବସ୍ଥା। ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜୀବଜନ୍ତୁଙ୍କ ଖାଇବା ମେନୁରୁ ଆରମ୍ଭ କରି ଦୈନନ୍ଦିନ ଦୀନଚର୍ଯ୍ୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।

ବିଭିନ୍ନ ଏନକ୍ଲୋଜରରେ ୱାଟର ସ୍ପ୍ରିଙ୍କଲର ସାଙ୍ଗକୁ କୁଲର ବ୍ୟବସ୍ଥା କରାଯାଇଛି। ହାତୀ ସଫାରିରେ ଥିବା ପୋଖରୀରେ ହାତୀମାନେ ଗାଧୋଉଥିବା ବେଳେ ଘଣ୍ଟାଘଣ୍ଟା ଧରି ଖେଳକୁଦରେ ମାତି ରହୁଛନ୍ତି। ଏହାସହ ସେମାନଙ୍କ ପେଟ ଥଣ୍ଡା ରଖିବାକୁ ତରଭୁଜ ଓ ଆଖୁ ଦିଆଯାଉଛି। ହାତୀ ଛୁଆଙ୍କୁ ଥଣ୍ଡା ରଖିବାକୁ ପାଣି ସ୍ପ୍ରେ କରାଯିବା ସହ ମାହୁନ୍ତମାନେ ହାତରେ ଗାଧୋଇ ଦେଉଛନ୍ତି। ଏହସହ ସିଂହଖୁଆଡରେ ପାଣି ଟାଙ୍କି କରାଯାଇଛି। ସେଠାରେ ଦିନ ୧୦ରୁ ଜଙ୍ଗଲର ରାଜା ସିଂହ ବୁଡି ରହୁଛି। ଏହାସହ ସିଂହ ଖୁଆଡକୁ ଥଣ୍ଡା ରଖିବାକୁ ବରଫ ଖଣ୍ଡ ବିଛା ଯିବା ସହ ପାଣି ସ୍ପ୍ରେ କରାଯାଉଛି। ଅନ୍ୟପକ୍ଷରେ ନନ୍ଦନକାନନର ଅନ୍ୟତମ ଆକର୍ଷଣ ସିମ୍ପାଞ୍ଜିଙ୍କ ପାଇଁ ଖାସ ବନ୍ଦୋବସ୍ତ କରାଯାଇଛି। ଥଣ୍ଡାପବନ ସହ ସହ ସେମାନଙ୍କୁ ପିଇବାକୁ ଶୁଦ୍ଧ ପାଣି ଦିଆଯାଉଛି।

ଦ୍ରୁତତମ ପ୍ରାଣୀ ଚିତା ନିଜକୁ ଗରମରୁ ରକ୍ଷା କରିବା ପାଇଁ ଗଛ ଉପରେ ଛଢି ପବନ ଖାଉଛି। ଘଛରେ ପାଣି ସିଞ୍ଚନ କରାଯାଉଛି। ସେହିପରି ଜିରାଫ୍‌ ‘ଖୁସି’କୁ ଛାତ ତଳେ ରଖାଯାଉଛି। ଠିକ ସମୟରେ ଗ୍ରୀଷ୍ମ ଋତୁର ଫଳ ଖାଇବାକୁ ଦିଆଯାଉଛି। ସ୍ପ୍ରିଙ୍କଲର ମାଧ୍ୟମରେ ପାଣି ସିଞ୍ଚନ କରାଯାଉଛି। ସ୍ୱତନ୍ତ୍ର ଭାବେ ତିଆରି ସେଡ୍‌ରେ ଖରା ସମୟରେ ରହୁଛନ୍ତି ଜେବ୍ରାଦଳ। ଅନ୍ୟପକ୍ଷରେ ପକ୍ଷୀ ଏନକ୍ଲୋଜର ଚାରିପଟେ ନେଟ୍‌ ଲାଗାଯାଇଛି। ଖରା ତାତିରେ ସେମାନେ ଯେପରି ଥକି ନ ଯିବେ ସେଥିପାଇଁ ପାଣିରେ ଔଷଧ ମିଶାଇକି ପିଇବାକୁ ଦିଆଯାଉଛି।

ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଅନୀଲ କୁମାର ଦାସ କହିଛନ୍ତି,“ଅସହ୍ୟ ଗରମରୁ ଜୀବଜନ୍ତୁଙ୍କୁ ରକ୍ଷା କରିବାକୁ ଚିକିତ୍ସା ଅପେକ୍ଷା ଆଗୁଆ ପଦକ୍ଷେପ ନେବାର ନିତାନ୍ତ ଆବଶ୍ୟକତା ରହିଛି। ଜୀବଜନ୍ତୁଙ୍କ କେଉଁ ଖାଦ୍ୟ, କେଉଁ ପ୍ରକାର ରହଣି, କେଉଁ ପ୍ରକାର ପାଣି, ବରଫ  ଓ ୱାଟର ସ୍ପ୍ରିଙ୍କଲର ଦିଆଯିବ ସେନେଇ ବ୍ୟବସ୍ଥା କରାଯାଉଛି।”

ନନ୍ଦନକାନନ ଆନିମଲ୍‌ କିପର ସୁକାନ୍ତ ଦାସ କହିଛନ୍ତି,“ଉତ୍ତାପକୁ ଦୃଷ୍ଟିରେ ରଖି ଏହି ଜୀବଜନ୍ତୁମାନଙ୍କୁ ଗାଧୁଆପାଧୁଆ କରାଯାଉଛି। ଖରାଦିନେ ଏମାନେଙ୍କୁ ତରଭୁଜ, ଆଖୁ, ନଡିଆ, ଶୁଖିଲା ଗହମ ଓ  କଦଳୀ ଇତ୍ୟାଦି ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story