ଜେଲ ଗଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରି ଜେଲ ପଠାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସ କୋର୍ଟରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି। କୋର୍ଟରେ ପପୁ ଜାମିନ ଆବେଦନ ଆବେଦନ କରିଥିଲେ। ଏହାର ବିଚାର ଜୁଲାଇ ୪ ତାରିଖରେ କରାଯିବ। ସେତେଦିନ ପର୍ଯ୍ୟନ୍ତ ପପୁଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ଆଜି ସକାଳେ ପପୁ ଓ ପ୍ରଦୀପଙ୍କୁ ପୁରୀ […]

papu1

papu1

Rakesh Mallick
  • Published: Thursday, 30 June 2016
  • Updated: 01 July 2016, 08:44 PM IST

papu1ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କମିଶନରେଟ୍‌ ପୋଲିସ ଗିରଫ କରି ଜେଲ ପଠାଇ ଦେଇଛି। ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌ଙ୍କ ଆବାସ କୋର୍ଟରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁକୁ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି। କୋର୍ଟରେ ପପୁ ଜାମିନ ଆବେଦନ ଆବେଦନ କରିଥିଲେ। ଏହାର ବିଚାର ଜୁଲାଇ ୪ ତାରିଖରେ କରାଯିବ। ସେତେଦିନ ପର୍ଯ୍ୟନ୍ତ ପପୁଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ଆଜି ସକାଳେ ପପୁ ଓ ପ୍ରଦୀପଙ୍କୁ ପୁରୀ ଜିଲ୍ଲାର ନନ୍ଦିଘୋଷ ଆପାର୍ଟମେଣ୍ଟରୁ କମିଶନରେଟ୍‌ର ସ୍ପେଶାଲ ସ୍କ୍ୱାର୍ଡ ଗିରଫ କରିଥିଲା।

ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହେବା ପରଠାରୁ ପପୁ ଫେରାର ଥିଲେ।

ପୋଲିସ କମିଶନର ୱାଇ.ବି. ଖଉରାନିଆ କହିଛନ୍ତି, “ଅଭିଯୁକ୍ତମାନେ ନୋଟିସର ଉତ୍ତର ଦେଲେନାହିଁ। ଆମେ ଜାଣିଗଲୁ ସେମାନେ ତଦନ୍ତରେ ସହଯୋଗ କରିବେ ନାହିଁ। ତାଙ୍କୁ ଗିରଫ କରିବାକୁ ଆମେ ସ୍ପେଶାଲ ଟିମ୍‌ ଗଠନ କରିଥିଲୁ। ଆଜି ସକାଳେ ପୁରୀରୁ ନନ୍ଦିଘୋଷ ଆପାର୍ଟମେଣ୍ଟରୁ ଗିରଫ କରାଯାଇଥିଲା।”

ପପୁଙ୍କୁ ନେଇ ରାଜ୍ୟରେ ବିବାଦୀୟ ସ୍ଥିତି ଲାଗି ରହିଛି। ଏପରି ସ୍ଥିତିରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପପୁଙ୍କୁ କେଉଁଠୁ ଗିରଫ କରାଗଲା, ଏବେ କେଉଁଠି ତାଙ୍କୁ ରଖା ଯାଇଛି ସେ ସମ୍ପର୍କରେ କିଛି ସୂଚନା ଦେବାକୁ କମିଶନରେଟ୍‌ ପୋଲିସ ମନା କରିଦେଇଛି।

ନାବାଳିକାଙ୍କୁ କାଷ୍ଟିଂ କାଉଚ୍‌ ମାମଲାରେ ପପୁଙ୍କ ଭୁବନେଶ୍ୱରସ୍ଥିତ ଜଗନ୍ନାଥ ବିହାର ଘରେ ଗତକାଲି ରାତିରେ ମହିଳା ଥାନା ପୋଲିସ୍ ନୋଟିସ୍‌ ଲଗାଇଥିଲା। ଜୁଲାଇ ୭ ତାରିଖରେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ରେ କୁହାଯାଇଥିଲା।

ପ୍ରାଥମିକ ତଦନ୍ତରୁ ନାବାଳିକା ଆଣିଥିବା ଅଭିଯୋଗ ସତ ବୋଲି କହି ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ପପୁଙ୍କ ନାଁରେ ମାମଲା ରୁଜୁ କରିବାକୁ କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ମିଳିବା ପରେ ଭୁବନେଶ୍ୱର ମହିଳା ଥାନାରେ ପପୁ ଓ ତାଙ୍କ ସହଯୋଗୀ ପ୍ରଦୀପ ସ୍ୱାଇଁଙ୍କ ନାଁରେ ମାମଲା ରୁଜୁ କରାଯାଇଥିଲା। କମିଶନରେଟ୍‌ ପୋଲିସ ପପୁଙ୍କୁ ଗିରଫ କରିବାକୁ ଜଗନ୍ନାଥ ବିହାରସ୍ଥିତ ତାଙ୍କ ଘରକୁ ଯାଇ ଘରେ ତାଲା ପଡିଥିବା ଓ ପପୁ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲା। ଏହା ପରେ ପପୁଙ୍କୁ ଗିରଫ କରିବାକୁ କମିଶନରେଟ୍‌ ପୋଲିସ୍‌ର ଜୋନ୍‌-୧ ଏସିପିଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story