ପାସ୍‌ ହେଲେ ପାରିକର: ଜୁଟାଇଲେ ୨୨ ସଦସ୍ୟଙ୍କ ସମର୍ଥନ

ପାନାଜି: ଆସ୍ଥା ଭୋଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ବିଜୟୀ ହୋଇଛନ୍ତି। ପାରିକରଙ୍କୁ ୨୨ ଜଣ ବିଧାୟକ ସମର୍ଥନ ଦେଇଥିବା ବେଳେ କଂଗ୍ରେସକୁ ୧୬ ଜଣ ସମର୍ଥନ ଦେଇଛନ୍ତି।  ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିକୁ ୧୩ଟି ଆସନ ମିଳିଥିଲା। ସରକାର ଗଠନ ପାଇଁ ବିଜେପିକୁ ମହାରାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରୱାର୍ଡ଼ ପାର୍ଟି ୩ଟି ଓ ସ୍ୱାଧୀନ ବିଧାୟକମାନେ ସମର୍ଥନ ଦେଇଥିଲେ। ୧୭ ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିବା […]

parikar

parikar

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 12:56 PM IST

Sports

Latest News

ପାନାଜି: ଆସ୍ଥା ଭୋଟରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ବିଜୟୀ ହୋଇଛନ୍ତି। ପାରିକରଙ୍କୁ ୨୨ ଜଣ ବିଧାୟକ ସମର୍ଥନ ଦେଇଥିବା ବେଳେ କଂଗ୍ରେସକୁ ୧୬ ଜଣ ସମର୍ଥନ ଦେଇଛନ୍ତି।  ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପିକୁ ୧୩ଟି ଆସନ ମିଳିଥିଲା। ସରକାର ଗଠନ ପାଇଁ ବିଜେପିକୁ ମହାରାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ଟି, ଗୋଆ ଫରୱାର୍ଡ଼ ପାର୍ଟି ୩ଟି ଓ ସ୍ୱାଧୀନ ବିଧାୟକମାନେ ସମର୍ଥନ ଦେଇଥିଲେ।

୧୭ ଆସନ ଜିତି ସର୍ବବୃହତ ଦଳର ମାନ୍ୟତା ପାଇଥିବା କଂଗ୍ରେସକୁ ସରକାର ଗଠନ ଲାଗି ଆମନ୍ତ୍ରଣ କରାନଯିବାରୁ କଂଗ୍ରେସ ରାଜ୍ୟପାଳଙ୍କ ନିଷ୍ପତ୍ତି ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦୁଇ ଦିନ ମଧ୍ୟରେ ବହୁମତ ପ୍ରମାଣ ଦେବାକୁ କୋର୍ଟ ପାରିକରଙ୍କୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story