ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଆଡମିଶନ୍‌ରେ ଲଗାମ

ଭୁବନେଶ୍ୱର: ମେଡ଼ିକାଲ ଆଡମିଶନ୍‌ରେ ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟଙ୍କ ଏକଚାଟିଆ କାରବାର ଉପରେ ଲଗାମ ଲାଗିଛି। ରାଜ୍ୟ ସରକାର ସେମାନଙ୍କ ଉପରେ ଲଗାମ ଲଗାଇଛନ୍ତି। ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ। ଚଳିତବର୍ଷ ନୂଆ ନିୟମରେ ମେଡିକାଲ ଆଡମିଶନ ହେବ। ଘରୋଇ ଶିକ୍ଷାନୁଷ୍ଠାନ ବଦଳରେ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ। ମେଡିକାଲ ପିଜି ଆଡମିଶନ୍‌ କ୍ଷେତ୍ରରେ ଘରୋଇ ମେଡ଼ିକାଲ କଲେଜ ଓ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଉପରେ […]

mci

mci

Rakesh Mallick
  • Published: Wednesday, 08 March 2017
  • Updated: 08 March 2017, 11:05 PM IST

Sports

Latest News

ଭୁବନେଶ୍ୱର: ମେଡ଼ିକାଲ ଆଡମିଶନ୍‌ରେ ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟଙ୍କ ଏକଚାଟିଆ କାରବାର ଉପରେ ଲଗାମ ଲାଗିଛି। ରାଜ୍ୟ ସରକାର ସେମାନଙ୍କ ଉପରେ ଲଗାମ ଲଗାଇଛନ୍ତି। ଘରୋଇ ମେଡିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ।

ଚଳିତବର୍ଷ ନୂଆ ନିୟମରେ ମେଡିକାଲ ଆଡମିଶନ ହେବ। ଘରୋଇ ଶିକ୍ଷାନୁଷ୍ଠାନ ବଦଳରେ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ। ମେଡିକାଲ ପିଜି ଆଡମିଶନ୍‌ କ୍ଷେତ୍ରରେ ଘରୋଇ ମେଡ଼ିକାଲ କଲେଜ ଓ ଡିମ୍‌ଡ୍‌ ବିଶ୍ୱବିଦ୍ୟାଳୟ ଉପରେ ରାଜ୍ୟ ସରକାର ଲଗାମ ଲଗାଇଛନ୍ତି। ଏ ସବୁ ଶିକ୍ଷାନୁଷ୍ଠାନର ୫୦% ସିଟ୍‌ ରାଜ୍ୟ ସରକାରଙ୍କ ଜରିଆରେ ପୂରଣ ହେବ। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ରାଙ୍କ ଅନୁସାରେ ଡିଏମ୍‌ଇଟି କର୍ତ୍ତୃପକ୍ଷ କାଉନ୍‌ସେଲିଂ କରିବେ। ଏପରିକି ବର୍ଷକୁ କେଉଁ କୋର୍ସ ପାଇଁ କେତେ ଟଙ୍କା ଦେବାକୁ ହେବ ତାହା ମଧ୍ୟ ସ୍ଥିର ହୋଇଛି। ଫଳରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଆଉ ମନଇଚ୍ଛା ଫି’ ଆଦାୟ କରିପାରିବେ ନାହଁ।

ଡିଏମ୍‌ଇଟି ଯୁଗ୍ମ ନିର୍ଦ୍ଦେଶକ ଉମାକାନ୍ତ ଶତପଥୀ କହିଛନ୍ତି,“ଆଗରୁ ସରକାରୀ ଓ ଘରୋଇ ମେଡିକାଲ କଲେଜ ପାଇଁ କାଉନ୍‌ସେଲିଂ କରାଯାଉଥିଲା। ଚଳିତବର୍ଷଠାରୁ ସମସ୍ତ ଘରୋଇ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟର ପିଜିରେ ଆଡମିଶନ ପାଇଁ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ।”

କେବଳ ପିଜି ନୁହେଁ ଚଳିତ ବର୍ଷଠାରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଫଳରେ ସରକାରୀ, ଘରୋଇ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଥିବା ସିଟ୍‌ ସରକାରଙ୍କ ନିୟନ୍ତ୍ରଣରେ ପୂରଣ ହେବ। ଏଥିପାଇଁ କାଉନ୍‌ସିଲିଂ କରିବ ଓଜେଇଇ କର୍ତ୍ତୃପକ୍ଷ। ଆଡମିଶନ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ରାଜ୍ୟକୁ ଏଭଳି ନିୟମ ଲାଗୁ କରିବାକୁ ଏମ୍‌ସିଆଇ ନିର୍ଦ୍ଦେଶ ଦେଇଛି।

ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ସୁରଜିତ ଦାସ କହିଛନ୍ତି,“ରାଜ୍ୟର ଘରୋଇ ମେଡ଼ିକାଲ କଲେଜ ଓ ଡିମ୍‌ଡ ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର କାଉନ୍‌ସେଲିଂ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story