ଚକଡ଼ା ଖାଇଲା ଧାନ, ସହାୟତା ଦେବେ ସରକାର! ଅପେକ୍ଷାରେ ଚାଷୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷ ଜମିରେ ଚରି ଯାଇଛନ୍ତି ଚକଡ଼ା ପୋକ। ଉଜୁଡ଼ି ଯାଇଛି ବର୍ଷକର ପରିଶ୍ରମ। ହତାଶ ଚାଷୀକୁଳ ଏଭଳି ସ୍ଥିତିରେ ସରକାରୀଙ୍କ ସହାୟତାକୁ ଅନାଇ ବସିଛି। ତେବେ ସରକାର କଣ ଘୋଷଣା କରୁଛନ୍ତି, ସେଥିପାଇଁ ଚାଷୀକୁଳକୁ ସୋମବାର ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଚକଡ଼ା ବା ଗୁଣ୍ଡି ପୋକ ଦ୍ୱାରା ଫସଲ କ୍ଷୟକ୍ଷତି ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ରିପୋର୍ଟର ତର୍ଜମା ପରେ ସେହିଦିନ ରାଜ୍ୟ ସରକାର ସହାୟତା ଘୋଷଣା କରିପାରନ୍ତି। ଚକଡ଼ା ପୋକ […]

baragaga

baragaga

Rakesh Mallick
  • Published: Saturday, 04 November 2017
  • Updated: 04 November 2017, 08:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷ ଜମିରେ ଚରି ଯାଇଛନ୍ତି ଚକଡ଼ା ପୋକ। ଉଜୁଡ଼ି ଯାଇଛି ବର୍ଷକର ପରିଶ୍ରମ। ହତାଶ ଚାଷୀକୁଳ ଏଭଳି ସ୍ଥିତିରେ ସରକାରୀଙ୍କ ସହାୟତାକୁ ଅନାଇ ବସିଛି। ତେବେ ସରକାର କଣ ଘୋଷଣା କରୁଛନ୍ତି, ସେଥିପାଇଁ ଚାଷୀକୁଳକୁ ସୋମବାର ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ଚକଡ଼ା ବା ଗୁଣ୍ଡି ପୋକ ଦ୍ୱାରା ଫସଲ କ୍ଷୟକ୍ଷତି ନେଇ ବିଭିନ୍ନ ଜିଲ୍ଲାରୁ ଆସିଥିବା ରିପୋର୍ଟର ତର୍ଜମା ପରେ ସେହିଦିନ ରାଜ୍ୟ ସରକାର ସହାୟତା ଘୋଷଣା କରିପାରନ୍ତି।

ଚକଡ଼ା ପୋକ କ୍ଷୟକ୍ଷତି ନେଇ ଆଜି କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କୃଷିମନ୍ତ୍ରୀ ଦାମୋଦର ରାଉତ କହିଥିଲେ-“ଜିଲ୍ଲାରୁ ଆସିଥିବା ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୧ ଲକ୍ଷ ୧୦ ହଜାର ହେର ଜମିରେ ଚକଡ଼ା ପୋକ ଲାଗିଛି। ସେଥିରୁ ୩୪ ହଜାର ହେକ୍ଟର ଚାଷୀ ବେଶୀ କ୍ଷତିଗ୍ରସ୍ତ ହୋଇଛି। ତେବେ ଯେଉଁମାନେ ଫସଲ ପୋଡ଼ି ଦେଇଛନ୍ତି, ସେଠାରେ କ୍ଷୟକ୍ଷତି ଆକଳନ ହୋଇ ପାରୁନଥିବାରୁ କ୍ଷତିପୂରଣ ମିଳିବ ନାହିଁ। ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ଭେଜାଲ୍ କୀଟନାଶକ ବିକ୍ରି ହେଉଥିବା ଅଭିଯୋଗ ପରେ ଡିଲରମାନଙ୍କ ଦୋକାନ ଉପରେ ରେଡ୍ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story