ଚୀନ ସହ ଯୁଦ୍ଧ କରିବାକୁ ଜମି ନେଇଥିଲେ ସରକାର, ବାସହରାଙ୍କ କଥା ଭାବିବାକୁ ଲଗିଗଲା ୫୨ ବର୍ଷ

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଜମି ଅଧିଗ୍ରହଣ।  ଇଏ ଇତିହାସ ୫୨ ବର୍ଷ ତଳର। ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟର ଘଟଣା। ସେତେବେଳେ ଭାରତ ସରକାର ଯୁଦ୍ଧ ଲାଗି ଅରୁଣାଚଳ ପ୍ରଦେଶରେ ସେନା କ୍ୟାମ୍ପ ପାଇଁ ସାଧାରଣ ଲୋକଙ୍କ ଠାରୁ ଜମି ନେଇଥିଲେ।  ତେବେ ୫୨ ବର୍ଷ ପରେ ସେହି ଜମିହରାଙ୍କ କଥା  ସରକାରଙ୍କ ମନେପଡ଼ିଛି।ଜମିହରାଙ୍କୁ ଏବେ କ୍ଷତିପୂରଣ ଦେବାକୁ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ୩୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହେବା ନେଇ ବିଚାର […]

china-war-1

china-war-1

Rakesh Mallick
  • Published: Wednesday, 31 May 2017
  • Updated: 01 June 2017, 08:09 AM IST

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଜମି ଅଧିଗ୍ରହଣ।  ଇଏ ଇତିହାସ ୫୨ ବର୍ଷ ତଳର। ୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟର ଘଟଣା। ସେତେବେଳେ ଭାରତ ସରକାର ଯୁଦ୍ଧ ଲାଗି ଅରୁଣାଚଳ ପ୍ରଦେଶରେ ସେନା କ୍ୟାମ୍ପ ପାଇଁ ସାଧାରଣ ଲୋକଙ୍କ ଠାରୁ ଜମି ନେଇଥିଲେ।  ତେବେ ୫୨ ବର୍ଷ ପରେ ସେହି ଜମିହରାଙ୍କ କଥା  ସରକାରଙ୍କ ମନେପଡ଼ିଛି।ଜମିହରାଙ୍କୁ ଏବେ କ୍ଷତିପୂରଣ ଦେବାକୁ ସରକାର ଚିନ୍ତା କରୁଛନ୍ତି। ଏଥିପାଇଁ ୩୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହେବା ନେଇ ବିଚାର ବିମର୍ଷ ଚାଲିଛି।

ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏନେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାଷ ଭାମେ, ଗୃହରାଷ୍ଟ୍ର ମନ୍ତ୍ରୀ କିରନ ରିଜ୍ଜୁ  ଏବଂ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁଙ୍କ ମଧ୍ୟରେ ମଙ୍ଗଳବାର ମିଳିତ ଭାବେ ଆଲୋଚନା ହୋଇଥିଲା। ଅରୁଣାଚଳରୁ ପ୍ରତିନିଧିତ୍ୱ କରୁଥିବା କିରନ ରିଜ୍ଜୁ କହିଛନ୍ତି ଦେଶର ରକ୍ଷା ଏବଂ ଅଖଣ୍ଡତା ପାଇଁ ଅରୁଣାଚଳ ପ୍ରଦେଶବାସୀଙ୍କ ତ୍ୟାଗ ଅତୁଳନୀୟ। ତେବେ ସେମାନଙ୍କୁ ନ୍ୟାୟ ମିଳିବାରେ ବିଳମ୍ବ ହୋଇଛି। ତଥାପି ସେମାନଙ୍କୁ କ୍ଷତିପୂରଣ ପାଇଁ ହୋଇଥିବା ଆଲୋଚନା ସଫଳ ହୋଇଥିବା ସେ କହିଛନ୍ତି।  ଏଥିପାଇଁ ହେବାକୁ ଥିବା ସର୍ଭେ ଏବଂ ଅନ୍ୟାନ୍ୟ ବିଷୟରେ ଯାଞ୍ଚ ପାଇଁ ଅରୁଣାଚଳ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ମୁଖ୍ୟମନ୍ତ୍ରୀ ଖାଣ୍ଡୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story